Odia News Portal

‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ

ଏବେ ଦର୍ଶକଙ୍କୁ ଡରାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ନୁସରତ ବାରୁଚ୍ଛା। ହରର ଫିଲ୍ମ ‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ। ଏହି ପ୍ରୋଜେକ୍ଟ ବିଷୟରେ ନୁସରତ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ନେଇ ନୁସରତଙ୍କ ଫ୍ୟାନ ବହୁତ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମ…

ପାଇକା ନଦୀ କୂଳରେ ଚାରୋଟି ଖପୁରି ଜଵତ

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅଧିନସ୍ଥ କ୍ରୀଷ୍ଣନାଦପୁର ଫାଣ୍ଡି ଅନ୍ତର୍ଗତ ପାଇକା ନଦୀ କୂଳରେ ଚାରୋଟି ଖପୁରି ପଡିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ଖପୁରି ସବୁକୁ ଜବତ କରିଛନ୍ତି । ସେଠାରେ କୌଣସି ତନ୍ତ୍ର ପୂଜା ହୋଇଥିବା ସନ୍ଦେହ କରି…

ବେବି ପ୍ଲାନିଂକୁ ନେଇ ଏମିତି କହିଲେ କମେଡିଆନ ଭାରତୀ

କରୋନା ଭାଇରସ ତା’ର କାୟା ଏତେ ମାତ୍ରାରେ ବିସ୍ତାର କରିଛି ଯେ ଲୋକମାନେ ଏବେ ଯାହାକୁ ନେଇ ଖୁବ୍ ଚିନ୍ତାରେ ରହୁଛନ୍ତି। କାରଣ ସାରା ବିଶ୍ବରେ ବର୍ତ୍ତମାନ କରୋନାର ପ୍ରଭାବ ସକ୍ରିୟ ରହିଛି। ଏନେଇ ସଚେତନ ରହିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି…

ରାସ୍ତା ଉପରୁ ବୋହି ନେଲେ ଲୋକେ

ଆଠଗଡ଼ : କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ଏମିତି ଏକ ଘଟଣା ଘଟିଛି ପୁରୁଣା କଟକ ସମ୍ବଲପୁର ରାସ୍ତାର କରିକୋଲ ଛକ ନିକଟରେ । ଏକ ଟମାଟୋ ବୋଝେଇ ଟ୍ରକ ଆଜି ସକାଳେ ରାସ୍ତାରେ ଓଲଟି ପଡ଼ିବାରୁ ଲୋକେ ଟମାଟୋକଗୁଡ଼ିକୁ ବୋହି ନେବାର…

ସୁଆର ମହାସୁଆର ନିଯୋଗ ନିମନ୍ତେ କରୋନା ସଚେତନତା ଶିବିର

ପୁରୀ() ଆଜି ଦିନ ୧୧ଟା ସମୟରେ ବଡଦାଣ୍ଡସ୍ଥିତ ନୀଳାନ୍ଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କାରୋନ ଭୂତାଣୁ ସଂକ୍ରମଣ ସତର୍କତା ‘ସୁଆର ମହାସୁଆର’ ସେବକ ମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଶ୍ରୀମନ୍ଦିର…

ଠିକ୍‌ରେ ମିଳୁନି ଖାଉଟି ସାମଗ୍ରୀ

ଚାନ୍ଦବାଲି : ରାସନ କାର୍ଡ ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ସ୍ଥାନୀୟ ରିଟେଲର୍‌ । କାର୍ଡ ଥାଇ ବି ମାସ ମାସ ଧରି ମିଳୁନି ଖାଉଟି ସାମଗ୍ରୀ । ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ କାଁପଡ଼ା ପଞ୍ଚାୟତରେ । ପଞ୍ଚାୟତର ୧୬ ଓ ୧୭ ନଂ ଓ୍ଵାର୍ଡ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ…

‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରି ନିଜର ଉତ୍ତର ଦାୟିତ୍ୱକୁ ଉପଯୁକ୍ତ…

ଭୁବନେଶ୍ବର()   ନବୀନ ସରକାରଙ୍କ 5ମ ପାଳିର ପ୍ରଥମ ବର୍ଷ ପୁର୍ତି ଆଜି ପୁରଣ ହୋଇଛି। ୫ମ ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ ଯଥା, ଫନି, ବୁଲବୁଲ, କରୋନା ଏବଂ…

କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ ? ଜାଣନ୍ତୁ

ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ମହାଭାରତ ଯୁଦ୍ଧ ହୋଇଥିବା ଉଲ୍ଲେଖ ରହିଛି । ଏହି ଯୁଦ୍ଧରେ ଅନେକ ମହାରଥୀ ଯୋଗ ଦେଇଥିଲେ । ମହାରଥୀମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣ ଯାହାଙ୍କୁ ସାରା ଦୁନିଆ ଦାନବୀର କର୍ଣ୍ଣ ଭାବେ ଜାଣିଛି । କିନ୍ତୁ ମହାଭାରତ ଯୁଦ୍ଧରେ କର୍ଣ୍ଣ ଅଧର୍ମ ସପକ୍ଷରେ ରହି ଯୁଦ୍ଧ…

ସୁସ୍ଥ ହେଲେ ଆଉ ୯୦ କରୋନା ସଂକ୍ରମିତ

ଭୁବନେଶ୍ବର()   ରାଜ୍ୟରେ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି । ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ସଂକ୍ରମିତଙ୍କ ମଧ୍ୟରେ ଜଗତସିଂପୁରର ୨୩ଜଣ ଥିବା ବେଳେ ଯାଜପୁରର ୨୨, ଭଦ୍ରକର ୨୧ ଜଣ ରହିଛନ୍ତି ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ଛତିଶଗଡ଼() ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି । ୨୦ଦିନ ହେବ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଦେହାନ୍ତ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ । ଆସନ୍ତାକାଲି ଜନ୍ମଭୂମି ଗୋରେଲାରେ…