ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ନବ ଦମ୍ପତ୍ତି
ପଦ୍ମପୁର : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କଲେ ନବ ଦମ୍ପତ୍ତି । ପଦ୍ମପୁରର ପ୍ରଶାନ୍ତ ପୃଷ୍ଟି ଏବଂ ପତ୍ନୀ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।କରୋନା ମହମାରୀ ଯୋଗୁଁ ନିରାଡମ୍ବରେ ବିବାହ କରିଥିଲେ ଏହି ଦମ୍ପତ୍ତି । ତେଣୁ…
