Odia News Portal

ଏହି ତାରିଖ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ

ତାତିରୁ ମିଳିବ ତ୍ରାହି।  ଜୁନରେ ପହଞ୍ଚିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ।  ଏଭଳି ଆକଳନ  କରିଛି ପାଣିପାଗ ବିଭାଗ   । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିବା ‘ଅମ୍ଫାନ’ ବାତ୍ୟା ଯୋଗୁଁ ଏଥର ମୌସୁମୀ ଜଲଦି ଆସିବାରେ ସହାୟକ…

ଜୁନ ୭ ପର୍ଯ୍ୟନ୍ତ ଉପକୂଳ ଓଡିଶାର ତାପମାତ୍ରା ୩୫ ଡିଗ୍ରୀ ରହିବ

ଭୁବନେଶ୍ୱର()  ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଅଭ୍ୟନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ଧିରେ ଧିରେ  ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଶୁକ୍ରବାର ଓ ଶନିବାର ମଧ୍ୟରେ…

ପ୍ରବାସୀ ଶ୍ରମିକଙ୍କ ବସ୍, ରେଳ ଭଡା ମାଗଣା

ନୂଆଦିଲ୍ଲୀ()  କରୋନା ସତର୍କତା ନେଇ ସମଗ୍ର ଦେଶ ଲକ ଡାଉନ ରହିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ଫେରେଇ ଆଣିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଜି ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକଙ୍କଠାରୁ ବସ୍, ରେଳଯାତ୍ରା ଖର୍ଚ୍ଚ ନିଆଯିବ…

କରୋନାରେ ଆକ୍ରାନ୍ତ ସମ୍ବିତ ପାତ୍ର !

ନୂଆଦିଲ୍ଲୀ() ବିଜେପି ମୁଖାପାତ୍ର ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସେ ଗୁରୁଗାଓଁସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କରୋନାର ବିଭିନ୍ନ ଲକ୍ଷଣ ତାଙ୍କ ଠାରେ ପରିଲକ୍ଷିତ ହୋଇଥିଲା…

ରାଜ୍ୟରେ ୭୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ।  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ…

ଶନିବାର ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ

ଭୁବନେଶ୍ୱର() ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କଲା । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ…

୭କୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ୭ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ…

କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍ ଯୋଗେ ସଂକ୍ରମିତ ଅଙ୍ଗନବାଡ଼ି କର୍ମୀଙ୍କ ସହ ବି କଥା ହୋଇଛନ୍ତି । ଏହାସହ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃଢତ ସେବା…

ନୋକିଆ ପ୍ଲାଣ୍ଟର ୪୨ ଜଣ କର୍ମଚାରୀଙ୍କୁ କରୋନା

ବିଶ୍ୱର ଅନ୍ୟତମ ବରିଷ୍ଠ ଫୋନ ନିର୍ମାତା କମ୍ପାନୀ ନୋକିଆର ତାମିଲ ନାଡୁ ସ୍ଥିତ ମ୍ୟାନୁଫାକଚରିଂ ପ୍ଲାଣ୍ଟରେ କାର୍ଯ୍ୟରତ ୪୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ କମ୍ପାନୀର ଏହି ପ୍ଲାଣ୍ଟକୁ ବନ୍ଦ କରିଦେବା ନେଇ ନିଷ୍ପତି ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।…

ବଢିବ ଲକଡାଉନ ଅବଧି !

ନୂଆଦିଲ୍ଲୀ() କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବଢ଼ାଇବାକୁ ଯୋଜନା କରିଥିବାର ଖବର ମିଳିଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ…