Odia News Portal

ରାଜଧାନୀରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା

ଭୁବନେଶ୍ୱର : ଗତ କାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଜୋରରେ ବର୍ଷା ହୋଇଛି । ଅତି ବେଗରେ ପବନ ବୋହିବା କାରଣରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖାଦେଇଛି । ଭୋର ୪ଟାରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା ବର୍ଷା ଓ ପବନ ମାଡ।…

ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ଥାନା ପୂର୍ବତନ ଆଇଆଇସିଙ୍କୁ ନିଲମ୍ବିତ

ଭୁବନେଶ୍ବର : ମହଙ୍ଗା ପଡିଲା ମହିଳା ସହକର୍ମୀଙ୍କୂ ଅସଦାଚାରଣ କରିବା। ଯୌନ ଉତ୍ପିଡନା ଅଭିଯୋଗରେ ନନ୍ଦନକାନନ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକ ନିଲମ୍ବିତ। ତାଙ୍କୁ ପୋଲିସ ଡିଜି ଅଭୟ ନିଲମ୍ବିତ କରିଛନ୍ତି। ଉପରସ୍ଥ ଅଧିକାରୀଙ୍କ  ନିକଟରେ  ଶ୍ରୀଯୁକ୍ତ ନାୟକଙ୍କ ବିରୋଧରେ…

ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ

ପ୍ରେମ ମାନେ ନାହିଁ ବାଧା ବନ୍ଧନ । ପ୍ରେମରେ ପଡ଼ିଥିବା ବ୍ୟକ୍ତି ପାଇଁ ସବୁ ସମ୍ଭବ । ଏମିତି ଏକ ପ୍ରେମୀ ଯୁଗଳ ହେଲେ ପୁରୀ ଜିଲ୍ଲାର ସୈାରଭ(୧୯) ଓ ପିଙ୍କି । ସୈାରଭ ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କାରଖାନାରେ କାମ କରୁଥିଲେ । କିଛି ମାସ ତଳେ ଗାଁକୁ ଆସିଥିଲେ । ଚଳିତ ଜାନୁଆରୀ ମାସରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରୋହିଣୀ ନକ୍ଷତ୍ରସ୍ଥ ଶନିଙ୍କ ଯୋଗୁ ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳି ଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, କଳା, ସାହିତ୍ୟ, ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। କିନ୍ତୁ ପାରିବାରିକ ସ୍ତରରେ…

ଓଡ଼ିଆ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍‌

ପରଦାରେ କେତେବେଳେ ହିରୋ ତ ଆଉ କେତେବେଳେ ଭିଲିଆନ୍‌ ଭୂମିକାରେ ଅଭିନୟ କରିଥିବା ସୋନୁ ସୁଦ୍‌ ରିୟଲ ଲାଇଫ୍‌ରେ କିନ୍ତୁ ପ୍ରକୃତରେ ଜଣେ ହିରୋ ଭଳି କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି। ବାହା ରାଜ୍ୟରେ ଥିବା…

ପୁଣି ଖସିଲା ସୁନା ଦର

ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପ୍ରତି ୧.୧୦ ପ୍ରତିଶତ ବା ୫୦୯ଟଙ୍କା ଖସି ୪୫,୮୧୩ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର  ୪୬,୯୧୨ ବୋଲି ରେକର୍ଡ କରାଯାଇଥିଲା । ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର…

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଶୀତଳ ଷଷ୍ଠୀ ଅବସରରେ ସମସ୍ଥ ଚକ ଓ ଅଖକୁ ଡେ଼ରାଯିବାର ଵିଧି ରହିଥିବା ବେଳେ ପନ୍ତି ଭୋଗ ଅନୁଷ୍ଠିତ କରାଯାଇ ସମସ୍ଥ ଚକ ସହ ଅଖକୁ ସଂଯୋଗ କରାଯିବ । ଶୀତଳ ଷଷ୍ଠୀରେ ରଥ ଖଳାରେ ପନ୍ତି ଭୋଗ ନୀତି ପରେ ଚକ ଡେରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ପନ୍ତି ଭୋଗ ହେବା ନହେବା ନେଇ…

କଲମ ବଦଳରେ ହାତରେ କରଣୀ ଧରିଲେ ଛାତ୍ର

ଅନୁଗୁଳ : କିଏ ବାଲି ବୋହୁଛି ତ କିଏ ମେଜିଆ ଓ ଆଉ କିଏ ପ୍ଲାଷ୍ଟର କରୁଛି । ଆପଣ ଭାବୁଥିବେ ଆମେ କୌଣସି ଶ୍ରମିକଙ୍କ ବିଷୟରେ କହୁଛୁ । ହେଲେ ଆପଣ ଭୁଲ୍ ଭାବୁଛନ୍ତି । ଏମାନେ କୌଣସି ଶ୍ରମିକ ନୁହଁନ୍ତି ,ଏମାନେ ହେଉଛନ୍ତି ସ୍କୁଲ ଛାତ୍ର । କଲମ ବଦଳରେ ଏମାନଙ୍କୁ ଧରାଇ ଦିଆଯାଇଛି କରଣୀ । ଲକ୍ …

ହଟ୍ ସୁସ୍ମିତାଙ୍କ ସେକ୍ସୀ ଯୋଗ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଲକଡାଉନ୍ ସମୟରେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ସେ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହୁଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର…

ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ଜଳେଶ୍ୱର : ଆଜି ବଜ୍ରାଘାତରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆପାଳ ବ୍ଲକ୍ କେନ୍ଦୁଡିହା ଗ୍ରାମରେ ଯୁବକ ଉପେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଏହି ଯୁବକ ଜଣକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତେବେ…