୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଭୁବନେଶ୍ୱର() କାଳବୈଶାଖୀ ଜନିତ ବର୍ଷା ଫଳରେ ରାଜ୍ୟରେ ଗତ ପ୍ରାୟ ସପ୍ତାହେ କାଳ ଧରି ଜାରି ଥିବା ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ଶନିବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ…
