Odia News Portal

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା

ଭୁବନେଶ୍ୱର() ମହାମାରୀ କରୋନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ସଚିବ, ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ, ଆଜି ରାଜ୍ୟରେ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ଫେଲ ମାରିଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ହୋଇଛି । ଏହି ତାଲାବନ୍ଦ ଓ କରୋନାକୁ ନେଇ ଆଜି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଲକଡାଉନ ପ୍ରଭାବହୀନ ବୋଲି ରାହୁଲ…

ପ୍ରବାସୀଙ୍କ ରୁମ୍ ଭିତରୁ ବାହାରରିଲା ବଜ୍ରକାପ୍ତା

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଚ ମାଣିଆବନ୍ଧ ମହୁଳିଆ ଉର୍ନିତ ମଧ୍ୟ ଇଂରାଜି ବିଦ୍ୟାଳୟ ଠାରେ ହୋଇଥିବା TMCରେ ରହୁଥିବା ପ୍ରବାସୀଙ୍କ ରୁମ୍ ଭିତରୁ ଗତ ସୋମବାର ସନ୍ଧ୍ଯାରେ ଏକ ବଜ୍ରକାପ୍ତା ଉଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ ପ୍ରବାସୀମାନେ…

ଜୁନ ୩୦ ଯାଏ ଲକଡାଉନ ବୃଦ୍ଧି

ଶିମଲା() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହିମାଞ୍ଚଳପ୍ରଦେଶର ଦୁଇ ଜିଲ୍ଲାରେ ଲକଡାଉନକୁ ବଢ଼ାଇଛନ୍ତି ହିମାଞ୍ଚଳପ୍ରଦେଶ ସରକାର । ହିମାଞ୍ଚଳପ୍ରଦେଶର ଦୁଇଟି ଜିଲ୍ଲା ହାମିରପୁର ଓ ସୋଲାନରେ ଜୁନ ୩୦ ଯାଏ ଲକଡାଉନକୁ…

ବାହା ହେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ ରଣବୀର

ବଲିଉଡର ସବୁଠାରୁ ଉତ୍ତମ ଯୋଡି ଭାବେ ରଣବୀର ଏବଂ ଦୀପିକାଙ୍କ ଯୋଡି ବେଶ୍‌ ଜଣାଶୁଣା। ରଣବୀର ଦୀପିକାଙ୍କ ପାଇଁ ପରଫେକ୍ଟ ଏହା ଅନେକ ଥର ସେ ସାବ୍ୟସ୍ତ କରିସାରିଲେଣି। କ’ଣ ଆପଣ ଜାଣନ୍ତି, ରଣବୀର ପରଫେକ୍ଟ ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ହୋଇପାରନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ଦୀପିକାଙ୍କୁ କଥା…

କଣ୍ଟେନମେଣ୍ଟ ହଟାଇବା ଦାବି : ମୁହାଁମୁହିଁ ହେଲେ ପୋଲିସ ଓ ଜନତା

ରାଉରକେଲା : ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଦାବି ପ୍ରକାଶ ପାଇଛି ଉତ୍ତେଜନା । ଟାୟାର ଜାଳିବା ସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ପଥର ମାଡ଼ ସହ ବ୍ୟାରିକେଡ଼ ଭାଙ୍ଗିଛନ୍ତି ଲୋକ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ପିରିସ୍ଥିତିକୁ ନଜରରେ ରଖି ବ୍ୟାପକ…

ରାଜ୍ୟରେ ଏହି ଗୋଟିଏ ଜିଲ୍ଲାକୁ ଛାଡି ବାକି ୨୯ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର() ଆଜି ଆଉ ଏକ ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ସେଠାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୯ଜିଲ୍ଲାକୁ ବ୍ୟାପିଛି କରୋନା । ରାଜ୍ୟରେ ରାୟଗଡା ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାକୁ ବ୍ୟାପିଛି…

ଉପଦେଷ୍ଟାଙ୍କ ଚକ୍ରଵ୍ୟୁହରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ବର : ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏବେ କିଛି ପରାମର୍ଶଦାତାଙ୍କ ଚକ୍ରବ୍ୟୁହରେ । ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥାର ଏହି ତଥାକଥିତ ଉପଦେଷ୍ଟାମାନେ କମିଶନକୁ ଏଭଳି ବାଟବଣା କରୁଛନ୍ତି ଯେ ଲୋକେ ଏହାର…

ଟପ୍ ଟେନରେ ଭାରତ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଜି ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏବେ ୮୬୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ…