ଡିଜିଟାଲ ସଲ୍ୟୁସନ ଆଣିବା ଲାଗି ଏୟାରଟେଲ ପେମେଂଟ ବ୍ୟାଙ୍କ ଓ ମାଷ୍ଟରକାର୍ଡ ସହବନ୍ଧିତ
ଭୁବନେଶ୍ୱର : ସମଗ୍ର ଅଣବ୍ୟାଙ୍କ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ (ଏପିବିଏଲ) କୃଷକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରିଟେଲ ଗ୍ରାହକମାନଙ୍କୁ ଯୋଗାଇଦିଆଯାଉଥିବା କଷ୍ଟମାଇଜଡ ଉତ୍ପାଦଗୁଡ଼ିକର ବିକାଶ ଲାଗି ଭାରତର ପ୍ରଥମ ପେମେଂଟ ବ୍ୟାଙ୍କ, ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ଲୋବାଲ ପେମେଂଟ ଜଗତର…
