ବାରମ୍ବାର ରିଚାର୍ଜ ନକରି ଥରେ କରନ୍ତୁ ବର୍ଷିକିଆ ରିଚାର୍ଜ, ପାଆନ୍ତୁ ଅନଲିମିଟେଡ୍ କଲିଂ ଓ ଡାଟା
ନୂଆଦିଲ୍ଲୀ : ଜିଓ, ଆଇଡିଆ-ଭୋଡାଫୋନ୍ ଓ ଏୟାରଟେଲ୍ ପାଖରେ ୩୬୫ ଦିନର ଭ୍ୟାଲିଡିଟି ଥିବା ଅନେକ ରିଚାର୍ଜ ପ୍ଲାନ୍ ରହିଛି । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ, ଡାଟା ଓ ଫ୍ରି ଏସଏମଏସ ଭଳି ସୁବିଧା ମିଳୁଛି । ଆଜି ଆମେ ଆପଣଙ୍କୁ ଏହି ଟେଲିକମ୍ କମ୍ପାନୀଙ୍କ ସେହି ପ୍ଲାନ୍ ସମ୍ପର୍କରେ କହିବୁ…
