Odia News Portal

ଲକ୍-ଡାଡନ୍ ନିୟମ ଭାଙ୍ଗିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ ଗତ ଶୁକ୍ରବାର ବିବାହ କରିଛନ୍ତି । ଲକ୍-ଡାଉନ୍ ଯୋଗୁଁ କର୍ଣ୍ଣାଟକ ସରକାର ଏହି ଭିଭିଆଇପି ବିବାହ ଉପରେ ନଜର ରଖିଥିଲେ, କିନ୍ତୁ ଏହି ସମୟରେ ଲକ୍-ଡାଉନ୍ ନିୟମର…

ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର () ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ।ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ସମୟରେ ଦିଆଗଲା ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ । ଏଭଳି ଲକ୍ ଡାଉନ୍ ପୂର୍ବରୁ ନ ଥିଲା । ତେଣୁ ଟିକିଏ ଅସୁବିଧା ହେବ। ଦୁଇ…

ଶ୍ରୀମନ୍ଦିରର ସେବାୟତଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ପୁରୀ()ପ୍ରତି ସେବାୟତଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏଁ ମିଳିବ । ଶ୍ରୀମନ୍ଦିରର ସେବାୟତଙ୍କ ପରିବାରକୁ ସହାୟତା ଦିଆଯିବ । ସବୁ ସେବାୟତ ପରିବାରକୁ ୫ହଜାର ଟଙ୍କା ମିଳିବ । ଏହି ସହାୟତା ରାଶି ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ସେବାୟତଙ୍କ ପରିବାରକୁ ସହାୟତା ନେଇ…

ପରଲୋକରେ ଆଇପିଏସ ଅମିତାଭ ଠାକୁରଙ୍କ ଶଶୁର

ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ ତଳେ ଅବସର ନେଇଥିଲେ । ସେ କର୍କଟ ରୋଗରେ ପିଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କ…

ଢ଼େଙ୍କାନାଳ କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ

ଢେଙ୍କାନାଳ () ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ଠିକ୍ ଭାବେ ପରିଚାଳିତ ଓ ସୁରୁଖୁରୁରେ କାର୍ଯ୍ୟ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେନେଇ ଆଜି ଢ଼େଙ୍କାନାଳ ଓ ତାଳଚେର ଗସ୍ତରେ ଯାଇଛନ୍ତି…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ମାଲ୍ୟାର୍ପଣ

ଭୁବନେଶ୍ବର : ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼…

କରୋନା ମୁକାବିଲା ପାଇଁ ୩ମାସର ପେନସନ ଦାନ କଲେ କିଶୋର ତରେଇ

କେନ୍ଦ୍ରାପଡା()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ କିଶୋର ତରେଇ । ସେ ନିଜର ୩ମାସର ପେନସନ ୧୦୦୦୦୦ ଟଙ୍କା ଜିଲ୍ଲାପାଳଙ୍କ…

ଜି-୨୦ ଦେଶ ତୁଳନାରେ ଭାରତର ଅର୍ଥନୀତିକ ସ୍ଥିତି ଭଲ ରହିଛି

ନୂଆଦିଲ୍ଲୀ ()ଦେଶର ଆର୍ଥିକ ସ୍ଥିତି ନେଇ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶର ଅର୍ଥନୀତି ଉପରେ ଆରବିଆଇର ନଜର ରହିଛି । ଏଥି ସହିତ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇବା ସହ କରୋନା…

ବିଜୁଙ୍କ ପାର୍ଥିବ ଶରୀର ଉପରେ ଥିଲା ତିନି ଦେଶର ଜାତୀୟ ପତାକା

ଭୁବନେଶ୍ୱର ()ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ । ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅନେକ ଅବଦାନ ରହିଛି । କାଶ୍ମୀରରେ ଭାରତୀୟ ସେନାଙ୍କୁ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା । ଏହାସହ ତାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ମିଳିଥିଲା । ସେ ଏମିତି ଜଣେ…

ଆସନ୍ତା ୨୦ ଯାଏ ମିଳିବନି ନିସ୍ତାର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତକାଲି ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…