Odia News Portal

କୁଆଡ଼େ ଗଲା ଭେଜିକାର୍ଟ ?

ଭୁବନେଶ୍ୱର : ପରିବା ଟିକେ ପାଇଁ ରାଜଧାନୀରେ ଗ୍ରାହକ-ବେପାରୀ-ପୁଲିସ୍‍ର ଛକାପଞ୍ଝା ଦୃଶ୍ୟ ନିଇତି ଦେଖିବାକୁ ମିଳୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ବହୁ ପ୍ରଚାରିତ ପରିବା ଗାଡିର କିନ୍ତୁ ଦେଖା ଦର୍ଶନ ନାହିଁ । ବିଏମ୍‍ସି କର୍ତ୍ତୃପକ୍ଷ କହୁଛନ୍ତି ଗାଡି ବୁଲୁଛି, ହେଲେ ଲୋକେ କହୁଛନ୍ତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ଚତୁଃଗ୍ରହଜନିତ ରାଜଯୋଗ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ । ରବି ଓ ଶୁକ୍ରଙ୍କ ଶୁଭତ୍ୱ କାରଣରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନରେ ଉନ୍ନତି ହେବ । ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ…

ବଡଦାଣ୍ଡରେ ପହଞ୍ଚିଲା ସପ୍ତମ ରଥକାଠ

ପୁରୀ : ଏପ୍ରିଲ ୨୬ତାରିଖ, ପବିତ୍ର ଅକ୍ଷୟ ତୃତୀୟା। ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ।  ସପ୍ତମ ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ  ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ ଗୁଡିକ ମଧ୍ୟରୁ ଗୋଟିଏ ୨୦ ଫୁଟିଆ ଅସନ ଏବଂ ବାକି ୧୯ ଖଣ୍ଡ ୨୦ ଫୁଟିଆ ଧଉରା କାଠ…

କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ବର୍ତମାନ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଥିବାବେଳେ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ଟେଲିମେଡ଼ିସିନ୍ ସେବାର ଶୁଭାରମ୍ଭ କରାଯାଇଛି । ବର୍ତମାନ ପରିସ୍ଥିତିରେ ରୋଗୀମାନଙ୍କୁ ସହଜରେ ଡାକ୍ତରଙ୍କ ନିକଟରେ ପହଂଚାଇବା…

୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର()ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଖରାକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ସୁଦ୍ଧା ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି । ୧୨ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୁରଭଞ୍ଜ,…

ବିନା ପରାମର୍ଶରେ ହାଇଡ୍ରୋ କ୍ଲୋରୋକ୍ୱିନ୍ ନିଅନ୍ତୁ ନାହିଁ

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି ।  ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।  କରୋନା ମୁକାବିଲା ନେଇ ସବୁ…

ମହାପ୍ରଭୁଙ୍କ ପାଖରେ ପହଞ୍ଚାଇଲେ ତୁଳସୀ

ପୁରୀ : କରୋନା ମହାମାରୀକୁ ନେଇ ଲକ ଡାଉନ ଯୋଗୁଁ ଭକ୍ତ ଟିଏ ଭଗବାନଙ୍କୁ ଦେଖିପାରୁନି । ହେଲେ ଲୀଳାମୟ ଠାକୁର କାଳିଆ ସାଆନ୍ତଙ୍କ ଲୀଳା ଅପରମ୍ପାର । ଲକ ଡାଉନ ଅନ୍ତରାୟ ହୋଇପାରିନି ଭକ୍ତ ଓ  ଭଗବାନଙ୍କ ମଧ୍ୟରେ । ସୁଦୁର ଭୁବନେଶ୍ୱରରୁ ଏକ କାରରେ ତୁଳଶୀ ବାବା ଦୈନିନ୍ଦିନ ଖାଲି ତୁଳସୀ ନୁହେଁ…

ଜମାଖାତାରୁ ଟଙ୍କା ପଳାଇବା ଗୁଜବ, ବ୍ୟାଙ୍କରେ ଆଗରେ ଜମାକାରୀଙ୍କ ଭୀଡ

ପୁରୀ : କରୋନା ମହାମାରୀ କୁ ନେଇ ଏବେ ସାରା ରାଜ୍ୟରେ କିଛିଟା ମାନ୍ଦାବସ୍ଥା ଦେଖା ଦେଇଛି । ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଥିବା ଜମା ଖାତାରୁ ସରକାର ଟଙ୍କା ନେଇ ଯିବା ଭଳି ଗୋପ ଅଞ୍ଚଳରେ ଗୁଜବ ପ୍ରଚାରିତ ହୋଇଛି। ଏପରି ଗୁଜବ ହେବା ପରେ ଆଜି ଶହ ଶହ ଜମାକାରୀ ମାନେ ଗୋପର…

ମିଡିଆକୁ ସାହାଯ୍ୟ କରିବା ପାଇଁ ଫଣ୍ଡ ଘୋଷଣା କଲା ଗୁଗଲ୍

କରୋନା ଭାଇରସ୍ ମହାମାରୀ ସତ୍ତ୍ୱେ ମଧ୍ଯ ନିଜର ସମସ୍ତ କାର୍ଯ୍ୟ ଜାରି ରଖିବା ପାଇଁ ସଂଘର୍ଷ କରୁଥିବା ସ୍ଥାନୀୟ ମିଡିଆ ପ୍ରତିଷ୍ଠାନକୁ ସାହାଯ୍ୟ କରିବା ପାଇଁ ପ୍ରସିଦ୍ଧ ଇଣ୍ଟରନେଟ କମ୍ପାନୀ ଗୁଗଲ୍ ଆପାତ କୋଷ ବା ଫଣ୍ଡ ଆରମ୍ଭ କରିବାକୁ ଯାଉଛି । ଯଦିଓ ଗୁଗଲ୍ ଏହି ରାଶିର ପରିମାଣ ଘୋଷଣା…

ବଜାଜ୍ ଆଲିଆଞ୍ଜ ଇନ୍ସ୍ୟୁରାନ୍ସ ପକ୍ଷରୁ ଆରୋଗ୍ୟ ସଞ୍ଜିବନୀ ପଲିସିର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ୍ ପକ୍ଷରୁ ଏହାର ଷ୍ଟାଣ୍ଡାର୍ଡ ସ୍ୱାସ୍ଥ୍ୟ ବୀମା ଉତ୍ପାଦ -‘ଆରୋଗ୍ୟ ସଞ୍ଜିବନୀ ପଲିସି, ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ’ର ଶୁଭାମ୍ଭର ଘୋଷଣା କରାଯାଇଛି । ଏହି ଉତ୍ପାଦଟିକୁ ଆଇଆରଡିଏଆଇର…