Odia News Portal

ସିଲ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ

ଭୁବନେଶ୍ବର () ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଅଞ୍ଚଳରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ବିଏମ୍‌ସ୍ ସପୂର୍ଣ୍ଣ ସିଲ୍‌ କରିଛି । ୬୭ ନମ୍ବର ୱାର୍ଡର ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ କାଳୁଆସୁଣି ମନ୍ଦିର ଠାରୁ…

ବ୍ରାଉନ ସୁଗାର ଜବତକୁ ନେଇ ଗୁଳିକାଣ୍ଡ

ଭଞ୍ଜନଗର : ଗତ କିଛିଦିନ ତଳେ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ଘଟଣାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାରେ ଗୁଳିକାଣ୍ଡ ଘଟିଛି। ଆଜି ସକାଳେ କଳାପଥର ନିକଟ ମାଣିକପଡା ଗ୍ରାମର ରଞ୍ଜନ ଦଳେଇ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ବୁଗୁଡା ଡାକ୍ତରଖାନା ପରେ…

ଏହି ମୁସଲମାନ ଷ୍ଟାରମାନେ ଧର୍ମ ପ୍ରତି ଧ୍ୟାନ ନଦେଇ, ମନ୍ଦିରକୁ ଯାଇ ପୂଜା କରନ୍ତି

ଆସନ୍ତୁ ଜାଣିବା ଏପରି ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, ଯାହାର ଧର୍ମ ଇସଲାମ, କିନ୍ତୁ ସେମାନେ ମନ୍ଦିରକୁ ଯାଇ ଏହାକୁ ପୂଜା କରନ୍ତି | ଯେଉଁମାନେ ବିଶ୍ଵାସ କରନ୍ତି ଯେ ଭଗବାନ ଙ୍କ ନାମ ଭିନ୍ନ ହୋଇପାରେ କିନ୍ତୁ ସବୁ ସମାନ ଅଟନ୍ତି | ୧. ସାରା ଅଲି ଖାନ – ବଲିଉଡର ମିଠା ଏବଂ ସେଫ ଅଲି…

ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି

ଯାଜପୁର : ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ। ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ ସମ୍ପର୍କରେ…

ଦେଶରେ ଏଯାଏଁ ୧.୩୨ ଲକ୍ଷରୁ ଉର୍ଦ୍ଧ୍ୱ ଅଧିକ ମାସ୍କ ପ୍ରସ୍ତୁତ

କରୋନା ଭାଇରସର ସଂକ୍ରମଣ ଭୟ ଏବେ ସମଗ୍ର ବିଶ୍ୱକୁ ଥରହର କରିଛି । ଚାଇନାରୁ ବ୍ୟାପୀଥିବା ଏହି ଭୟଙ୍କର ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ଆକ୍ରାନ୍ତ । ଏଥିରୁ ବର୍ତ୍ତିବା ପାଇଁ ଲୋକେ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରୁଛନ୍ତି । ଭାରତରେ ମଧ୍ୟ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ  ଚିହ୍ନଟ

ଭୁବନେଶ୍ୱର()  ରାଜ୍ୟରେ ଆଉ ୨ଜଣ କରୋନା ଭୂତାଣୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଶନିବାର ସୁଦ୍ଧା…

ସଟ୍‌ଡାଉନକୁ ନେଇ ଏମିତି କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱ() ସଟ୍‌ଡାଉନ୍ ଅବଧି ଆଉ ବଢ଼ିବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ସଟ୍‌ଡାଉନ୍ ଘୋଷଣା କରାଯାଇଥିଲା ତାହା ସଫଳ ହୋଇଛି । ତେଣୁ ସଟ୍‌ଡାଉନ୍ ଅବଧି ବୃଦ୍ଧି କରିବାର କୌଣସି ଯୋଜନା ନାହିଁ । ରବିବାର ରାତି ୮ଟା ପରେ ସଟ୍‌ଡାଉନ୍ ସମାପ୍ତ ହେବ । ତେବେ ସ୍ଥାନୀୟ ଅଧିକାରୀ ଚାହିଁଲେ ଆବଶ୍ୟକତାକୁ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି

କରୋନା ଭାଇରସ କାରଣରୁ ଜାରି ହୋଇଥିବା ଲକ ଡାଉନ କାରଣରୁ ପୂର୍ବରୁ ହିଁ କେନ୍ଦ୍ର ସରକାର ଆୟକର ଦାଖଲ ଅବଧି ବଢ଼ାଇ ଦେଇଥିଲେ । ଏବେ କେନ୍ଦ୍ର ସରକାର ବର୍ତ୍ତମାନ ସ୍ଥିତିରେ ଆୟକର ଦାଖଲ, ଜିଏସଟି, କଷ୍ଟମ ଓ ଏକ୍ସସାଇଜ ଡ୍ୟୁଟି ରିଟର୍ନ ଭରିବା ତରିକାକୁ କିଛିଟା ହାଲୁକା କରିବା ପାଇଁ ଏକ…

୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିପାତ

ରବିବାର ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ସେନାର ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ। ଏନାକାଉଣ୍ଟର କରି ୫ ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜିବା ନେଇ ସେନା ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନର ୫ ମ ଦିନରେ ସେନାକି ଏଭଳି ବଡ ସଫଳତା ମିଳିଥିବା ଜଣାପଡିଛି।…

ବିନା ଲକ୍ଷଣରେ କରୋନା ନିଜ କାୟା ବିସ୍ତାର କରେ

ଭୁବନେଶ୍ୱର() କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହା ଖାଲି ଦେଶରେ ନୁହେଁ ବରଂ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଏନେଇ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଲକ୍ଷଣ ବିନା କୋଭିଡ଼ ସଂକ୍ରମିତ ବ୍ୟକ୍ତି ଅନ୍ୟକୁ…