Odia News Portal

ପଞ୍ଚମ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ନୂଆ ଖୁଲାସା

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ୍‌ ୧ ତାରିଖରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏଥିସହିତ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି। ଭୁବନେଶ୍ୱରସ୍ଥିତ ଏମସ୍‌ରେ ତାଙ୍କ ନମୂନା ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ପ୍ରଥମ କରୋନା ଆକ୍ରାନ୍ତ ଡିସଚାର୍ଜ

ଭୁବନେଶ୍ବର() ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

୫ରେ ପ୍ରମାଣ ଦିଅ

ନୂଆଦିଲ୍ଲୀ()  ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେଉଥିବା ବେଳେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶରେ କରୋନାର ଉଦବେଗଜନିତ ସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଲକଡାଉନ କଟକଣାକୁ ଆହୁରୀ କଡାକଡି କରିବା…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨ ହଜାର ଟପିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୩ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ

ଭୁବନେଶ୍ୱର : ସାମ୍ନାକୁ ଆସିଲା ପଞ୍ଚମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିବରଣୀ, ସ୍ୱାସ୍ଥ୍ୟ ଖରାପ ହେବ ସମୟରେ ସେ କେଉଁଠିକି ଯାଇଛନ୍ତି ଓ କେଉଁ ହସ୍ପିଟାଲ୍ରେ ଚିକିତ୍ସା କରାଇଛନ୍ତି ସେସବୁର ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ରାଜ୍ୟସରକାର ।ପଞ୍ଚମ ଆକ୍ରାନ୍ତ ପ୍ରଥମେ ଥଣ୍ଡାରେ ପୀଡ଼ିତ ହୋଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି…

୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକା…

ଆସନ୍ତାକାଲି ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ସମଗ୍ର ଦେଶରେ ମହାମାରୀ କରୋନା ପାଇଁ ଲକଡାଉନ ପରିସ୍ଥିତି ଜାରି ରହିଛି ଏହା ମଧ୍ୟରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଟ୍ୱିଟ ଫୁଣି ଲୋକମାନଙ୍କ ମନରେ ବିଭିନ୍ନ ଆଶଙ୍କା ସୃଷ୍ଟି କରିଛି । ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଆସନ୍ତାକାଲି ସକାଳ ୯ ଟାରେ ମୁଁ…

କୋରୋନା ମାଡ଼ରେ ରାମନବମୀ ଫିକା

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ରାମନବମୀ। ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ପାଳିତ ହୋଇଥାଏ ଏହି ପବିତ୍ର ପର୍ବ। ଏହି ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ମର୍ଯ୍ୟାଦାପୁରୁଷ ଶ୍ରୀରାମ। ତେବେ ଦେଶରେ ଲକଡାଉନ ଜାରି ରହିଥିବାରୁ ଫିକା ପଡ଼ିଛି ଏହି ପର୍ବ। କୋରୋନା ପାଇଁ ରାଜ୍ୟ ତଥା ଦେଶରେ…

କୋଭିଡ-୧୯ ବିରୋଧୀ ଲଢ଼େଇ ପାଇଁ ଆର୍‌ବି ପକ୍ଷରୁ ୩୨ଅୟୁତର ଘୋଷଣା

ଭୁବନେଶ୍ୱର : ବିଶ୍ୱର ଅଗ୍ରଣୀ ଉପଭୋକ୍ତା ସ୍ୱାସ୍ଥ୍ୟ ଓ ପରିମଳ କମ୍ପାନୀ ଆରବି, ପକ୍ଷରୁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ପରିମଳ ଏବଂ ପୋଷଣର ପହକୁ ବିକଶିତ କରାଇବା ପାଇଁ ‘ଆର୍‌ବି ଫାଇଟ ଫର ଆକେସେସ୍ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡର ଏକ ଅଂଶ ଭାବେ ଏହି ଦ୍ରୁତ ପ୍ରସାରିତ ସଂକ୍ରମଣର…