Odia News Portal

ଜାଣନ୍ତୁ ତୃତୀୟ କରୋନା ରୋଗୀଙ୍କ ବିଷୟରେ ସମସ୍ତ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭୁବନେଶ୍ୱର ଅଞ୍ଚଳର । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବ । ଏହାପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ…

ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର : ଆଗକୁ ସାରା ରାଜ୍ୟରେ ତାତି ବଢ଼ିବ । ଏପ୍ରିଲ ପହିଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ…

ମୋଦୀଙ୍କୁ ପ୍ରଶଂସା କଲେ ରାହୁଲ ଗାନ୍ଧି

କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଉଚିତ୍‌ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି । ସେ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ କେନ୍ଦ୍ର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ହସଖୁସିରେ ପାରିବାରିକ ଜୀବନ ଅତିବାହିତ ହେବ। ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ ଏବଂ ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । ପରିବାରରେ ଆମୋଦ ପ୍ରମୋଦର ମଉକା ଜୁଟିବ କିନ୍ତୁ ଆତ୍ମୀୟସ୍ବଜନଙ୍କ…

ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ । ଓଡିଶାରେ ଆଉ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ଯୋଗେ…

ଗିରଫ ହେଲେ ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଗଡ଼ : ‘କରୋନା’ର ସ୍ଥିତିକୁ ଦେଖି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଭୋଜି ଆୟୋଜନ ନକରିବାକୁ କୁହାଯାଇଥିଲା। ଯଦି ଭୋଜି ଆୟୋଜନ କରାଯାଏ, ତାହାହେଲେ ବେଶୀ ଲୋକଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ…

ପୁଣି ଘୁଞ୍ଚିଲା ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ

ଦିଲ୍ଲୀ: କରୋନା ଭାଇରସ୍ ସହ ଲଢିବା ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରିବା ପରେ ସରକାର ଆଜି ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣିଥରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ରୋକ୍ ଲଗାଇ ଦିଆଯାଇଛି । ତେବେ ଗତ ସପ୍ତାହରେ ଏହାକୁ ଏକ…

ବିପଦର ବନ୍ଧୁ, ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର : ପ୍ରଣବ ପ୍ରକାଶ ଦାସ(ବବି ) । ଯାଜପୁର ବିଧାୟକ ଏବଂ ବିଜେଡି ସାଂଗଠନ ସମ୍ପାଦକ। ତାଙ୍କର ନିଷ୍ଠା, ପରିଶ୍ରମ ଓ ଲୋକଙ୍କ ପାଇଁ ସେବା କରିବା ମନବୃତ୍ତୀ ଆଜି ତାଙ୍କୁ ଓଡ଼ିଶାର ଦ୍ୱିତୀୟ ଶକ୍ତିଶାଳୀ ରାଜନେତାଭାବେ ପରିଚୟ କରିଛି । କଥା ନୁହେଁ କାମରେ ସେ ସବୁବେଳେ ବିଶ୍ୱାସ କରନ୍ତି ।…

ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍

ଭୁବନେଶ୍ୱର () ଓଡ଼ିଶାରେ ସ୍ଥାପନ ହେବ  ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର  ଏହି  ବଡ  ପଦକ୍ଷେପ ଗ୍ରହଣ କରିଛନ୍ତି।ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ ହସ୍ପିଟାଲ । କୋଭିଡ -୧୯ କରୋନା ଭୁତାଣୁ ସଂକ୍ରମଣ…

ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଦାନ କଲେ କପିଳ ଶର୍ମା

ମୁମ୍ବାଇ : କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ । ଏହି ସମୟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିନ ମଜୁରିଆ ଓ ଶ୍ରମିକଙ୍କ ସହାୟତା ପାଇଁ ଅର୍ଥଦାନ କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ସେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦…