ଆବଶ୍ୟକତା ନଥିଲେ ଡାକ୍ତରଖାନା ଯାଆନ୍ତୁନାହିଁ
ଭୁବନେଶ୍ୱର, () ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ବର୍ତ୍ତମାନ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ରହିଛି । ଏହାସହ୮୪ହଜାର ଓଡ଼ିଆ ଓଡ଼ିଶାକୁ ଫେରିଛନ୍ତି । ସମ୍ ଓ କିମ୍ସ ସହ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ ଏମଓୟୁ…
