Odia News Portal

କ୍ବାରେଣ୍ଟାଇନରେ ସମୟ କାଟୁଛନ୍ତି କରିନା

ମୁମ୍ବାଇ () କରୋନା ଭାଇରସ୍ ଯୋଗୁଁ ଏବେ ବଲିଉଡ ସେଲିବ୍ରିଟି ସୋସିଆଲ ଡିସଟାନସିଂ ମେଣ୍ଟେନ୍ କରୁଛନ୍ତି। ସେଲିବ୍ରିଟିମାନେ କାହାକୁ ଦେଖା କରୁନାହାନ୍ତି କି କୁଆଡ଼େ ଯାଉ ନାହାନ୍ତି। ଏପରି ପରିସ୍ଥିତିରେ ସେମାନେ ନିଜର ବନ୍ଧୁତା ବଜାୟ ରଖିବାକୁ ଏବଂ ସୋସିଆଲ ଡିସଟାନସିଂ ମେଣ୍ଟେନ୍ ରଖିବାକୁ ଏକ…

ଏହି ଦୁଇଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ଭୁବନେଶ୍ୱର()  ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା । ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ ଜରିଆରେ ବିଚାର ହେବ । ଇ-ମେଲ ଆଇଡି ହେଉଛି [email protected] । ତେବେ ଦେଶରେ କରୋନା…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,() କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ ଜରିଆରେ ବିଚାର ହେବ । ଇ-ମେଲ ଆଇଡି ହେଉଛି [email protected] । ତେବେଦେଶରେ କରୋନା ଭାଇରସ୍…

ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ।

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।…

କରୋନା ଭାଇରସ ନାଁରେ ସାଇବର ଠକେଇ

ନୂଆଦିଲ୍ଲୀ  : ସାଇବର ଅପରାଧୀମାନେ ଏହି ଠକେଇ ବ୍ୟବସାୟରେ କରୋନା ଭାଇରସକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ୨୦ ଦିନ ମଧ୍ୟରେ ୨୩୦୦ରୁ ଅଧିକ ୱେବସାଇଟ୍ ପଞ୍ଜିକୃତ ହୋଇଛି। ଯାହାର ଡୋମେନରେ ପଞ୍ଜୀକରଣ କୋଭିଡ-୧୯ ଏବଂ କରୋନା ପରି ସମାନ ନାମରେ କରାଯାଇଛ । ତାଜା ସୂଚନା ଅନୁଯାୟୀ, ଜାନୁଆରୀ ୧…

୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବେ ସୌରଭ ଗାଙ୍ଗୁଲି

କୋଲକାତା : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ  ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି କୋଭିଡ୍-୧୯ ମହାମାରୀର ପ୍ରତିରୋଧ ପାଇଁ ଘୋଷିତ ଲକଡାଉନରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ ଗରିବଙ୍କୁ ୫୦ ଲକ୍ଷ ଟଙ୍କା ଚାଉଳ ଦାନ କରିବେ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି ଓ ଚନ୍ଦ୍ର ଏକତ୍ର ଅବସ୍ଥାନ କରି ଘରୋଇ ଆଲୋଚନାରେ ସମୟ କଟାଇବେ । ଅସାବଧାନତା ହେତୁ କିମ୍ବା ଦ୍ରବ୍ୟନଷ୍ଟ କିମ୍ବା ଅର୍ଥହାନୀର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବ କିନ୍ତୁ ମାନସିକ ଉତ୍ତେଜନା ଲାଗି ରହିପାରେ । ବନ୍ଧୁସମ୍ପର୍କ, ଯାତ୍ରା,…

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ ହୋଇଛନ୍ତିି । ଅଧିକାରୀଙ୍କ କହିବା ମୁତାବକ, ଆଜି ସକାଳ ୭.୪୫ରେ କିଛି…

ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । କରୋନା ବିରୋଧରେ ମୋଦୀ ନେଇଥିବା ଐତିହାସିକ ଓ ସାହାସିକ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନିଶ୍ଚିତ ଭାବେ ଦେଶର ଅର୍ଥ ବ୍ୟବସ୍ଥାରୁ…