ଚୀନ୍ ବିରୋଧରେ ଆମେରିକା କଲା ମକଦ୍ଦମ
ନୂଆଦିଲ୍ଲୀ : ପୂର୍ବରୁ ଯାହା ଚର୍ଚ୍ଚା ଚାଲୁଥିଲା, ଯାହା ଶୁଣା ହେଉଥିଲା ଏବେ ସେକଥା ସତ ହୋଇଛି । ଆମେରିକାର ଏକ କମ୍ପାନୀ ଚୀନ୍ ନାଁରେ ମକଦ୍ଦମା କରିଛି । ଆଉ ୨୦ ଟ୍ରିଲିୟନ୍ (୨୦ ଲକ୍ଷ କୋଟି ଡଲାର) କ୍ଷତିପୂରଣ ଦାବି କରିଛି । ଅଭିଯୋଗରେ ଏହି କମ୍ପାନୀ କହିଛି ଯେ ଚୀନ୍ ଜାଣିଶୁଣି କରୋନା…
