Odia News Portal

୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଲକ୍-ଡାଉନ୍ ଘୋଷଣା

ନୂଆଦିଲ୍ଲୀ,()  ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖଶ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୫୦୦ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହାରି ମଧ୍ୟରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଲକ୍-ଡାଉନ୍ ଘୋଷଣା କରିଛନ୍ତି । ସରକାର ଯେଉଁ…

ଏଣିକି କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ସରକାର । ଏବେ ରାଜ୍ୟରେ କରୋନାରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ । ତେବେ କରୋନାରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି ରଶ୍ମିରେ ଅସ୍ତଗତ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରେ । ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଅବହେଳା ଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ ଦେବାକୁ ପଡ଼ିବାର ଆଶଙ୍କା ରହିଛି । ତଥାପି…

କୋରୋନା ପାଇଁ ପୁରୀ ଆଞ୍ଚଳିକ ପରିବହନ ପକ୍ଷରୁ ସଚେତନତା

ପୁରୀ : ସାରା ବିଶ୍ଵ କୋରୋନା କବଳରୁ ବଞ୍ଚିବା ପାଇଁ ପ୍ରୟାସ କରୁଛୁ। ସୋମବାର ଶ୍ରୀକ୍ଷେତ୍ର ପୁରୀରେ ଲକଡାଉନର ପ୍ରଥମ ଦିନ ଥିବା ବେଳେ ଦେଖିବା ମିଳିନଥିଲା ଲକଡାଉନର ପ୍ରଭାବ। ରବିବାର ଦିନ ଜନତା କର୍ଫ୍ୟୁ ଥିବା ନେଇ ଦୋକାନ ହଜାର ସବୁ ବନ୍ଦ ଥିବା ବେଳେ ସୋମବାର ପନିପରିବା ଏବଂ ତେଜରାତି…

କରୋନା ମହାମାରୀରୁ ରକ୍ଷା ପାଇଁ ଦଇତାପତି ନିଯୋଗ ପକ୍ଷରୁ ଦୀପଦାନ

ପୁରୀ : ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଚାରି ଆଡ଼େ ଆତଙ୍କର ବତା ବରଣ ତେବେ ମହାପ୍ରଭୁ  ଶ୍ରୀଜଗନ୍ନାଥ ସାରା ବିଶ୍ୱ ବାସୀଙ୍କୁ ଏହି ବିପଦ ରୁ ରକ୍ଷା କରନ୍ତୁ। ଏହି ପ୍ରାର୍ଥନା ନେଇ ସୋମବାର ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନିକଟରେ ଦୀପ ଲାଗି କରାଯାଇଛି।…

କରୋନା ମୁକାବିଲା ପାଇଁ ଆଗେଇ ଆସନ୍ତୁ ବିଧାୟକ ଓ ସାଂସଦ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ) ଦାନ କରିବା ସହ ଅନ୍ୟମାନେ ମଧ୍ୟ ଅନୁରୂପ ସହଯୋଗ କରନ୍ତୁ ବୋଲି ଅପିଲ କରିବାପରେ ବିଜେଡି ପକ୍ଷରୁ ତ୍ୱରିତ୍ ସକରାତ୍ମକ…

ଲଣ୍ଡନରୁ ଫେରି ଏକାନ୍ତବାସରେ ସୋନମ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ସୋନମ କପୁର ଆହୁଜା। କିଛିଦିନ ତଳେ ସେ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲଣ଼୍ଡନରୁ ଭାରତ ଫେରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତା ଅବଲମ୍ବନ କରି ସୋନମ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି। ସୋନମ ଲଣ୍ଡନରୁ…

ଦ୍ୱିତୀୟଥର ପାଇଁ ବାପା ହେବାର ଗୌରବ ଲାଭ କଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ଏବେ କଠିନ ସମୟ ଦେଇ ଗତି କରୁଛି। କିନ୍ତୁ ଏଭଳି ସମୟରେ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଜୀବନର ବଡ଼ ଖୁସି ଖବର ମିଳିଛି। ସୋମବାର ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଫଳରେ ରାଇନା ଦ୍ୱିତୀୟଥର ପାଇଁ ବାପା…

ବେଳାଭୂମିରେ ୧୬ ଫୁଟର ମୃତ ତିମି ଠାବ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ଣରେ ଏକ ମୃତ ତିମି (ହ୍ୱେଲ୍‌ ଶାର୍କ) ଠାବ କରାଯାଇଛି । ପ୍ରାୟ ୨ଟନ୍‌ ଓଜନର ଏହି ତିମି ୧୬ ଫୁଟ ୪ ଇଞ୍ଚର ବୋଲି ଜଣାଯାଇଛି । ଏହାର ଗୋଲେଇ ପ୍ରାୟ ୮ ଫୁଟ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନିକଟସ୍ଥ ନୂଆବକ୍ସିପଲ୍ଲୀରେ ଶନିବାର…

ରାଜ୍ୟ ସରକାରଙ୍କ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌

ଭୁବନେଶ୍ୱର : ରାଜ୍ୟ ସରକାର ମୋଟ୍‌ ୧୪ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର ,ଭଦ୍ରକ , ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡାରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପୂର୍ବରୁ ୫ଟି ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା ।…