Odia News Portal

ଆସନ୍ତାକାଲି ଠାରୁ ଏହି ସବୁ ସେବା ଆରମ୍ଭ ହେବ

ଜରୁରୀ ସେବା ବ୍ୟତୀତ ଏପ୍ରିଲ୨୦ରୁ (ସୋମବାର) ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ…

ଲ୍ୟାବରୁ କରୋନା ଭାଇରସ ଲିକ୍‌

ଚୀନ୍‌ର ୱୁହାନ ସହର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଲ୍ୟାବ୍ କରୋନା ଭାଇରସ ଲିକ୍‌ ହୋଇଥିବା ସମ୍ପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ଖୁବଶୀଘ୍ର ଏନେଇ ଏକ ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ । ତା’ ପରେ ଚୀନ୍‌…

ପ୍ରଶଂସକଙ୍କୁ ନିରାଶ କଲେ ପରୀ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍ ନାୟିକା ପରିଣୀତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣୀତି ନିଜ ପାଇଁ ସୋସିଆଲ ମିଡିଆରୁ…

ଛେପ ପକାଇବା ନେଇ ପୁରୀରେ ଜାରି ହେଲା କଟକଣା

ପୁରୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଡା କଟକଣା ଲଗାଯାଇଛି। ଏହାକୁ ଅମାନ୍ୟ କଲେ ପ୍ରଥମ ୩ଥର ୨୦୦ଟଙ୍କା ଓ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୌରସଂସ୍ଥା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଏନ୍‌ଫୋର୍ସମେଣ୍ଟ…

ଭଦ୍ରକର ଚରମ୍ପା ଓ ଏରେଇଁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ: ଭଦ୍ରକରେ ଆଉ ଦୁଇଟି ଅଞ୍ଚଳରୁ ଉଠିଲା କଟକଣା। ଚରମ୍ପା ଓ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରୁ ହଟାଇଦିଆଯାଇଛି। ତେବେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ…

୨୩ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର()  ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ପବନର ବେଗ ସର୍ବାଧିକ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି,କଳା,ସାହିତ୍ୟ,ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟଲାଭରୁ ମନ ଖୁସୀ ରହିବ। ପରିବାର ସଦସ୍ୟ ମାନଙ୍କ ସହ ହସ ଖୁସୀରେ…

ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ 

ଭୁବନେଶ୍ବର : ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ…

ଏବେ ଘରେ ବସି ମାଗଣାରେ ଦେଖିପାରିବେ ଏହି ୮ଟି ଲୋକପ୍ରିୟ ଚ୍ୟାନେଲ

ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ ରୋକିବା ପାଇଁ ଘରେ ରହିବାକୁ ସର୍ବୋତ୍ତମ ମାଧ୍ୟମ ଭାବେ ଧରାଯାଉଛି । ଘରେ ରହି ସମୟ ଅତିବାହିତ କରିବା ପାଇଁ ଲୋକେ ଟିଭି, ସୋସିଆଲ ମିଡ଼ିଆ ଆଦିକୁ ହିଁ ନିଜ ସାହାରା ଭାବେ ବାଛି ନେଇଛନ୍ତି । କିନ୍ତୁ ଏହି ଲକ ଡାଉନ ସମୟରେ ଟିଭି ଦର୍ଶକ ମାନଙ୍କ ପାଇଁ ଏକ…

କୋରାପୁଟରେ ପୋଲିସ ଡିଜି ଅଭୟ

କୋରାପୁଟ: କୋରାପୁଟରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋରାପୁଟ ବିଏସ୍‌ଏଫ୍‌ ସେକ୍ଟର ଗ୍ରାଉଣ୍ଡରେ ପହଞ୍ଚିବା ପରେ ସଦର ଥାନା ପରିଦର୍ଶନ କରିଥିଲେ । ଡିଜିଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, କୋରାପୁଟ ଏସ୍‌ପି…