ମା’ କାଳିଜାଈ ପୀଠ ସାଜିବ ଆକର୍ଷଣ କେନ୍ଦ୍ର ବିନ୍ଦୁ
ଭୁବନେଶ୍ୱର : ଚିଲିକାର ମା’ କାଳୀଜାଈ ପୀଠ ଏବେ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି । ଏନେଇ ଆକାଶ ମାର୍ଗରୁ ଏକ ଫଟୋ ଟ୍ୱିଟର୍ ଏବଂ ସୋସିଆଲ୍ ମିଡିଆର ବିଭିନ୍ନ ସାଇଡ୍ରେ ଅପ୍ଲୋଡ୍ କରାଯାଇ ପୀଠର ଉନ୍ନତିକରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଭିତରେ…
