ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଭଦ୍ରକ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ସାତ ଜନ୍ମ ପାଇଁ ଏକାଠି ରହିବେ ବୋଲି ବେଦୀରେ ବସି ଶପଥ କରିଥିଲେ କିନ୍ତୁ ୨ ମାସ ନପୁରୁଣୁ ଘଟିଲା ଏଭଳି ଅଘଟଣ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବୋହୂର ପରିବାରଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି…
