Odia News Portal

ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦କୋଟି ଘୋଷଣା

ଭୁବନେଶ୍ୱର() କରୋନାସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରୁଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶେ୍ରଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା…

ବଲାଙ୍ଗିର କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ପରଖିଲେ ୫ଟି ସଚିବ

ଭୁବନେଶ୍ୱର()ବତ୍ତର୍ମାନ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି । ଏନେଇ ଆଜି ବଲାଙ୍ଗିର ଯାଇ କୋଭିଡ଼-୧୯ହସ୍ପିଟାଲର ସ୍ଥିତି ଯାଞ୍ଚ…

ରିଚାର୍ଜ ପାଇଁ ଚିନ୍ତା ନାହିଁ, ଏହି କମ୍ପାନୀ ଗୁଡ଼ିକ ୩ ମାସ ପର୍ଯ୍ୟନ୍ତ ବଢାଇଲେ ବୈଧତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ଗ୍ରାହକଙ୍କ ପାଇଁ ଉତ୍ତମ ସେବା ଯୋଗାଇଛି। ଯାହା ଫଳରେ…

ମାଛ ଟିକେ ଯୋଗାଇ ପାରୁନି ୩୦ ବର୍ଷର ସଂସ୍ଥା ଫିସ୍‍ଫେଡ୍‍

ଭୁବନେଶ୍ୱର : ରାଜ୍ୟରେ ମାଛଚାଷକୁ ପ୍ରୋତ୍ସାହନ ସହିତ ଜନସାଧାରଣଙ୍କୁ ସୁଲଭ ଦରରେ ଗୁଣାତ୍ମକ ମାଛ ଯୋଗାଇବାପାଇଁ ଗଠନ ହୋଇଥିବା ଫିସ୍‍ଫେଡ୍‍ର ଏବେ ଦେଖାଦର୍ଶନ ନାହିଁ । ବର୍ଷ ସାରା ସଭାସମିତିରେ ମାତିଥିବା ଫିସ୍‍ଫେଡ୍‍ ଅଧିକାରୀମାନେ କଟକଣା ସମୟରେ ମାଛ ଟିକେ ଯୋଗାଇ ନପାରିବା ଏବେ ଏହି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାଶିର ପୂବାର୍ଦ୍ଧରେ ବଳଶାଳୀ ଗ୍ରହଥିବାରୁ ଦିନର ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ରହିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ । ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି । ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାତ୍ମିକ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର () ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସଂଖ୍ୟା ପରେ ରାଜ୍ୟରେ ମୋଟ୍ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ୨ ଆକ୍ରାନ୍ତଙ୍କୁ ମେଡିକାଲରୁ…

ମୋବାଇଲ୍ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା…

ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସୋଆ

ଭୁବନେଶ୍ବର()  କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।…

ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ

ଯାଜପୁର : ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ । ସାରା ଦେଶରେ ମହାମାରୀ କରୋନାକୁ ନେଇ ସରକାର ଚିନ୍ତିତ ଥିବାବେଳେ ଲୋକମାନଙ୍କୁ ଘରୁ ନବାହାରିବା ସହ ସାମାଜିକ ଦୂରତାକୁ ଅବଲମ୍ବନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ତଥାପି କିଛି ମୁଷ୍ଟିମେୟ ଵ୍ୟକ୍ତି ସରକାରଙ୍କ ନିୟମକୁ ବେଖାତିର…

ବିଜୁ ଶ୍ରାଦ୍ଧ ଦିବସରେ ବିଏମସି ସଫେଇ କର୍ମଚାରୀମାନଙ୍କୁ ମାସ୍କ,ସାବୁନ ଓ ବିସ୍କୁଟ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ରେ ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ସହାୟତା ରେ ଯୁବନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଭିଏସସନଗର ଅଞ୍ଚଳରେ ବିଏମସି ସଫେଇ କର୍ମଚାରୀମାନଙ୍କୁ କୋରୋନା ସଚେତନତା କରିବା ସହିତ ମାସ୍କ,ସାବୁନ ଓ ବିସ୍କୁଟ ପ୍ରଦାନ କରିବା…