ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି
ଭୁବନେଶ୍ୱର() ଏଣିକି ୪ ଟା ଯାଏଁ ଖୋଲା ରହିବା ଆହାର କେନ୍ଦ୍ର । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି ।
ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା…
