Odia News Portal

ଯାଜପୁରରେ ଆଉ ୧୪ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଆଜି ୧୧ଜିଲ୍ଲାକୁ   ବର୍ଷା, ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏହାସହ ୩୦ରୁ ୪୦କିମି ବେଗରେ ପବନ ମଧ୍ୟ ବହିବା ସମ୍ଭାବନା ରହିଛି ।୧୧ଜିଲ୍ଲାଗୁଡ଼ିକ ହେଉଛି…

ଅନ୍ତିମ ସଂସ୍କାରରେ ୧୫ଜଣଙ୍କୁ ଅନୁମତି

ମୁମ୍ବାଇ() ଚିରନିଦ୍ରାରେ ବଲିଉଡ୍ ଅଭିନେତା ଋଷି କପୁର। ଏହି ଘଟଣାପରେ ବଲିଉଡ୍ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ତେବେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନା କଟକଣା ପାଇଁ ଶେଷକୃତ୍ୟରେ କେବଳ ୧୫ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି।…

ଲକଡାଉନକୁ ଛାତ୍ରଛାତ୍ରୀ ସୁଯୋଗଭାବେ ଗ୍ରହଣ କରନ୍ତୁ

ଭୁବନେଶ୍ୱର() କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ…

ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ଏମିତି କହିଥିଲେ ଋଷି

ମୁମ୍ୱାଇ()  ଗୁରୁବାର ୬୭ ବର୍ଷ ବୟସରେ ଅଭିନେତା ଋଷି କପୁର ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ…

ଋଷି କପୁରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର() ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ ।…

ଏହି ବଲିଉଡ ଅଭିନେତ୍ରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଯାହାର ସୂଚନା ସେ ନିଜେ ଟ୍ୱିଟର ମାଧ୍ୟମରେ ଦେଇଛନ୍ତି । ତେବେ ହ୍ୟାକ୍ ହୋଇଥିବା ଫେସବୁକ୍ ଆକାଉଣ୍ଟ ଜବତ ହେବା ପରେ ମୁମ୍ବାଇ ପୋଲିସ ତାଙ୍କ ଟ୍ୱିଟର ଉତ୍ତର ଦେଇଛି । ଉର୍ବଶୀ ରାଉତେଲାଙ୍କ ଫେସବୁକ୍ ଆକାଉଣ୍ଟ…

ପରଲୋକରେ ରିଷି କପୁର

ମମ୍ବାଇ()  ବୁଧବାର ଦିନ ସକାଳେ ରିଷିଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ରିଷିଙ୍କ ମୃତ ଦେହ ନିକଟରେ ଏବେ ତାଙ୍କ ପରିବାର ଲୋକ ରହିଛନ୍ତି। ରିଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୨୮ରେ ପଂହଚିଛି । ଗତକାଲି ଏହି ସଂଖ୍ୟା ୧୨୫ ଥିଲା । ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ସବୁ ରୋଗୀ ଯାଜପୁର ଅଂଚଳର । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ…

ଅଭିନେତା ରିଷି କପୁର ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ରିଷି କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଏଚ୍ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଷି…