Odia News Portal

କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ୱାଶିଂଟନ() କରୋନା ଭାଇରସ ଯୋଗୁଁ ଆମେରିକା ରାଷ୍ଟ୍ରପତି ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଟ୍ରମ୍ପ କରୋନା ଭାଇରସର ସ୍ଥିତିକୁ ନେଇ ନିଜର ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ ଆମେରିକାରେ…

୨ ଦିନ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର () ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ  ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭାନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାପରେ ପାଗରେ ସାମାନ୍ୟ…

ୟେସ ବ୍ୟାଙ୍କରେ ସୁରକ୍ଷିତ ଅଛି ଶ୍ରୀମନ୍ଦିର ଓ ଜମାକାରୀଙ୍କ ଟଙ୍କା

ନୂଆଦିଲ୍ଲୀ() ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା ଅନୁରୋଧ…

ଘରୋଇ ବ୍ୟାଙ୍କ୍‍ ପଇସାରେ ସରକାରୀ ଦପ୍ତରର ସୂଚନା ଫଳକ

ଭୁବନେଶ୍ୱର : ଘରୋଇ ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ବାଦ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ କିଛି ସରକାରୀ ବିଭାଗ ଘରୋଇ ବ୍ୟାଙ୍କ୍‍ ସହାୟତାରେ ଯେଭଳି ଫଳକ ଲଗାଇଛନ୍ତି ତାହାକୁ ନେଇ ଏବେ ଅନେକ  ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଏଥିପାଇଁ କିଏ କିଭଳି ଅନୁମତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ବିଶାଖା ନକ୍ଷତ୍ରସ୍ଥ ଚନ୍ଦ୍ର ସ୍ବାସ୍ଥ୍ୟସମସ୍ୟା ଓ ପଡୋଶୀ ସହ ବିବାଦର କାରଣ ହେବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଶିଳ୍ପ,…

କରୋନା ଭୟ : ଘୁଞ୍ଚିଲା ଆଇପିଏଲ – ୨୦୨୦

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ଏବେ ଆସିଛି ସବୁଠାରୁ ବଡ ଖବର। କରୋନା ଭାଇରସ କାରଣରୁ ଟୁର୍ଣ୍ଣାମେଣ୍ଟକୁ ୨ ସପ୍ତାହ ପାଇଁ ଘୁଞ୍ଚାଇବାର ନିଷ୍ପତ୍ତି ନିଆଯାଇଛି। ଏବେ ଟୁର୍ଣ୍ଣାମେଣ୍ଟର ୧୩ ତମ ସିଜିନର ଆରମ୍ଭ ୧୫ ଅପ୍ରେଲରୁ କରାଯିବ। ଆଇପିଏଳ-୧୩ର ଆରମ୍ଭ ୨୯…

ରାଜଧାନୀରୁ ପୁଣି ଗିରଫ ହେଲେ ୪ ଦେହ ଦଲାଲ

ଭୁବନେଶ୍ୱର : ରାଜଧାନୀରୁ ପୁଣି ୪ ଜଣ ଦେହ ଦଲାଲ ଗିରଫ ।  ସେମାନେ ହେଲେ  ବିଦ୍ୟାପତି ସାହୁ , ଦିନଦୟାଲ ରାଓ  ସୁନିଲ୍  ମହାରଣା  ଓ ଅଲ୍ଲିଉଦ୍ଦିନ ଖାନ୍ । ଏହାସହ ୫ ଜଣ ଯୁବତୀଙ୍କୁ ମଧ୍ୟ  ଉଦ୍ଧାର କରିଛି STF ଟିମ୍‌ । ଉଲ୍ଲେଖନୀୟ ଯେ, ରାଜଧାନୀରେ ଧିରେ ଧିରେ ସେକ୍ସ ରାକେଟର ମାମଲା…

ଆସନ୍ତୁ ଜାଣିବା ବିନା ଇଣ୍ଟରନେଟ୍‌ରେ ମଧ୍ୟ ଚଳାଇ ପାରିବେ ୟୁଟ୍ୟୁବ୍ ଭିଡ଼ିଓ

ନୂଆଦିଲ୍ଲୀ  : ସାରା ବିଶ୍ୱରେ ଲୋକେ ଭିଡ଼ିଓ  ଦେଖିବା ପାଇଁ ସବୁଠୁ ଅଧିକ ବ୍ୟବହାର ଗୁଗଲର ୟୁଟ୍ୟୁବ୍‌ ଆପ୍‌ କୁ କରିଥାନ୍ତି । ଭିଡ଼ିଓ ମାନେ ବୁଝା ପଡ଼ିଯାଏ ୟୁଟ୍ୟୁବ୍‌ ଭିଡ଼ିଓ । ଭାରତୀୟ ଗ୍ରାହକଙ୍କୁ ଟେଲିକମ୍‌ ସଂସ୍ଥାମାନେ ଅସୀମିତ ଡାଟା ଅଫର ଦେଉଛନ୍ତି । କିନ୍ତୁ ଗତ କିଛିଦିନ ଠାରୁ…

ସମସ୍ତ ବିଧାୟକଙ୍କୁ ସଚେତନ କଲେ ବାଚସ୍ପତି

ଭୁବନେଶ୍ୱର : ବିଧାୟକଙ୍କୁ କରୋନା ନେଇ ସଚେତନ କଲେ ବାଚସ୍ପତି । ନିଜେ ସଚେତନ ରହିବା ସହ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଧାନସଭା ପରିସରରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା, ବିଜେପି…

ଝିଅ ନ୍ୟାସାର ଫଟୋଶୁଟ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ନିକଟରେ ସେ ନିଜ ଝିଅ ନ୍ୟାସାର ଫଟୋ ଶେୟାର କରିଥିଲେ, ଯାହାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଥିଲେ। କୁହାଯାଉଛି, ନ୍ୟାସା ଲାଟେଷ୍ଟ ଫଟୋଶୁଟ କରାଇଛନ୍ତି, ଯାହାକୁ ନେଇ କାଜୋଲ ବହୁତ ଖୁସି ଅଛନ୍ତି। ଏହି ଦୁଇଟି ନୂଆ…