Odia News Portal

ଗଜପତିରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା । ସି ଟିମ, ଉଡାନ, ଅକ୍ଷୟ ଦାନ ପାତ୍ର, ଏରୋବିକ୍‌ ଫିଟନେସ, କିନ୍ନରଙ୍କ ପାଇଁ ସୁରଭି ଓମଫେଡ ପାର୍ଲର ପରେ ଏବେ ପିଙ୍କ ଅଟୋ ସେବାର ଶୁଭାରମ୍ଭ କରିଛନ୍ତି ଗଜପତି ଏସପି ସାରା ଶର୍ମା । ପାରଳାଖେମୁଣ୍ଡି…

ଗଞ୍ଜେଇ ଚୋରା ବ୍ୟବସାୟଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର ଟାଉନ : ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ ସୁରେନ୍ଦ୍ର…

ସ୍କିନ୍‌ କଲର୍‌ର ଚିପା ବଡି ସୁଟ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ବର୍ଷିଲା କମେଣ୍ଟ

ଆକ୍ଟ୍ରେସ୍‌ ମଲାଇକା ଅରୋରା ନିଜ ଜିମ୍‌ ଆଉଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କୁ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ସ୍କିନ୍‌ କଲର୍‌ର ଏକ ବଡି ସୁଟ୍‌ ପିନ୍ଧିଥିଲେ, ଯାହାକି Reebok X David Beckham Seriesର ଥିଲା। ଏହି ବଡି ସୁଟ୍‌ରେ ମଲାଇକାଙ୍କ ଫଟୋ ଏବଂ…

ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରୁ ହଟିଲା ନଜରବନ୍ଦୀ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରୁ ନଜରବନ୍ଦୀ ହଟିଲା । ଅଗଷ୍ଟ ୫ରୁ ସେ ୭ ମାସ ଧରି ନଜରବନ୍ଦୀ ଥିଲେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜମ୍ମୁ କଶ୍ମୀରର ଧାରା ୩୭୦ ଉଚ୍ଛେଦ ସମୟରେ ତାଙ୍କୁ ନଜରବନ୍ଦୀ…

ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚିତ ! ‘ଭର୍ଜିନ ଭାନୁପ୍ରିୟା’ ଭୂମିକାରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚିତ। ଫିଲ୍ମରେ ନିଜର ଅଭିନୟ ଛଡା ହଟ୍‌ ଡ୍ୟାନ୍ସ ପାଇଁ ମଧ୍ୟ ଜଣାଶୁଣା। ଏବେ ଉର୍ବଶୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର…

କରୋନା ଯୋଗୁଁ ସବୁଆଡ଼େ ଛାନିଆ : ବାତିଲ ହେଲା ଦିନିକିଆ ସିରିଜ୍‌

ମୁମ୍ବାଇ : ପ୍ରଥମେ କୁହାଗଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ବାକିଥିବା ଦୁଇଟି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା ହେଲା । ହେଲେ ପରେ ବିସିସିଆଇ ନିଷ୍ପତ୍ତି ନେଇଛି ପୂରା ସିରିଜ୍‌କୁ ବାତିଲ କରିବା ପାଇଁ । କିଛି ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ସତରେ…

କରୋନା ପାଇଁ ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ

ସରକାରୀ ବିମାନଚାଳନା କମ୍ପାନୀ ଏୟାର ଇଣ୍ଡିଆ କରୋନା ଯୋଗୁ କେତେକ ଦେଶକୁ ବିମାନ ସେବା ବନ୍ଦ କରିଛି। ଏହି ଦେଶ ମଧ୍ୟରେ ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ସ୍ପେନ୍‌, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି…

ଅଶ୍ଳୀଳ ଭିଡିଓ ଦେଖିବାରେ ରେକର୍ଡ କଲା ଭାରତ, ପ୍ରତିଶତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍, ଓ ସେଥିରେ ହାଇସ୍ପିଡ ଇଣ୍ଟରନେଟ। ଦିନରାତି ଆଜିକ୍ର ଯୁବପିଢି ମୋବାଇଲରେ ବ୍ୟସ୍ତ ରହୁଛନ୍ତି। କିଛି ଲୋକ ମୋବାଇଲକୁ ଭଲ କାମରେ ବ୍ୟବହାର କରୁଥିବା ବେଳେ ଆଉ କିଛି ଏଥିରେ ଖରାପ କାମ ତଥା ଅଶ୍ଳୀଳ ଭିଡିଓ ଦେଖିବାରେ ସମୟ କାଟୁଛନ୍ତି। ତେବେ ସବୁଠାରୁ ଅଧିକ…

ହସ୍ପିଟାଲରେ କାହିଁକି ପ୍ଲସ ଚିହ୍ନ ରହିଥାଏ ? ଜାଣନ୍ତୁ ପ୍ରକୃତ କାରଣ …

ଡାକ୍ତର କିମ୍ବା ହସ୍ପିଟାଲରେ ଲାଲ୍ ରଙ୍ଗର ପ୍ଲସ୍ ଚିହ୍ନ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ। ସବୁ ଡାକ୍ତରଖାନାରେ କିମ୍ବା ଆମ୍ବୁଲାନ୍ସରେ ଏହି ପ୍ଲସ୍ ଚିହ୍ନ ଲାଗିଥାଏ। ହେଲେ କଣ ଆପଣ ଏହାର ମାନେ ଓ କାହିଁକି ଏହାକୁ ଡାକ୍ତର ଙ୍କ ପ୍ରତୀକ ବୋଲି କୁହାଯାଏ। କାଆଜି ଆମେ ଆପଣଙ୍କୁ ଏହା କାରଣ…

ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା। ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର,…