Odia News Portal

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର

ଭୁବନେଶ୍ୱର () ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର । ସେହି ନମ୍ବରକୁ ଫୋନ୍ କଲେ ହିଁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିଯିବ। ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରଖିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ପରାମର୍ଶ ଦେଇଥିଲା।…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଦା : ଜବତ ହେଲା ୮୭ଗ୍ରାମ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ଖୋର୍ଦ୍ଦା ଜଟଣୀ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କମିଶନରେଟ ପୋଲିସ ଡ୍ରଗ ଟ୍ୟାକ୍ସ ଫୋର୍ସ ୨ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉରେ ୮୭ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଧର୍ମଶାଳା : ଆଜି ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଓ ଟେଷ୍ଟ ସିରିଜ୍‌ ପରାଜୟକୁ ଭୁଲି କୋହଲିବାହିନୀ ଘରୋଇ ପରିବେଶରେ ନୂଆ ଆରମ୍ଭ କରିବାକୁ…

ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ

ଭୁବନେଶ୍ବର :  ଡିଜେ ଗାଡ଼ିକୁ ୫୨ ହଜାର ଟଙ୍କା ତଣ୍ଡ । ଚାଲାଣ କାଟିଛି ଭୁବନେଶ୍ୱର RTO । ଗାଡ଼ିରେ ନଥିଲା ଫିଟ୍‍ନେସ । ସେହିପରି ଇନସ୍ୟୁରାନ୍ସ ନଥିବା ବେଳେ ବିନା ରୋଡ୍‌ ପରମିଟରେ ଚାଲୁଥିଲା ଗାଡ଼ି । ଯାଞ୍ଚ ବେଳେ ଧରାପଡ଼ିଥିଲା । ଗାଡ଼ି ଟ୍ୟାକ୍ସ ଦେଉ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ଭାଳି ନେବେ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ଅର୍ଥ ଲାଭ, ଶାରିରୀକ…

ରାଜ୍ୟପାଳଙ୍କୁ ଭେଟିଲେ ସମ୍ ଡାକ୍ତରୀ ଦଳ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ  ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ଡାକ୍ତରୀ ଟିମ ସାକ୍ଷାତ…

କାକଟପୁର ମା’ ମଙ୍ଗଳାଙ୍କର ଝାମୁ ଯାତ୍ରା ଆରମ୍ଭ

କାକଟପୁର  : କାକଟପୁର ମା ମଙ୍ଗଳାଙ୍କର ଝାମୁ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ମଙ୍ଗଳବାର ଆରମ୍ଭ ହୋଇ ପ୍ରାୟ ଏକ ମାସ ଧରି ଚାଲିବ। ଏହି ଦିନ ପ୍ରତ୍ୟକ ଗାଁ ମାନଙ୍କରେ ନାରୀମାନେ ଚଉରା ମୂଳେ ମାଟିରେ ପନ୍ଥେଇ ପ୍ରସ୍ତୁତକରି ମା’ମଙ୍ଗଳାଙ୍କ ବହି…

ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ

ପୁରୀ : ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧିନରେ ନିଯୁକ୍ତି ସୁଯୋଗ। ଜୁନିୟର କ୍ଲର୍କ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମଗିରି ବ୍ଲକସ୍ଥିତ ମୋଟୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ।…

ହୃଦୟବିଦାରକ ଘଟଣା : ୩ବର୍ଷର ଶିଶୁକୁ ଦୁଷ୍କର୍ମ କଲା ମଦ୍ୟପ

କାଠୁଆ : ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ମଙ୍ଗଳବାର ହୋଲି ଦିନ ମଦ ନିଶାରେ ଜଣେ ବ୍ୟକ୍ତି ୩ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି। ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଛନ୍ତି। ପୋଲିସ୍…

‘ଏକ୍ ଭିଲେନ୍-୨’ରେ ନଜର ଆସିବେ ତାରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାରା ସୂତାରିଆ ୨୦୧୯ମସିହାରେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଫିଲ୍ମ ‘ମରଜାଓ୍ବାଁ’ରେ ନଜର ଆସିଥିଲେ। ଉଭୟଙ୍କୁ ଫିଲ୍ମରେ ଖାସ୍ ରେସପନ୍ସ ମିଳିନଥିଲା। ଏବେ ତାରାଙ୍କ ହାତକୁ ଏକ ନୂଆ ଫିଲ୍ମ ଆସି…