Odia News Portal

ଓଡ଼ିଶାରେ ୩ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର

ଭୁବନେଶ୍ୱର ()  ପ୍ରତିଦିନ ପରି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ଖବର ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପଢ଼ି ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଗରିବଙ୍କ କଲ୍ୟାଣ ପାଇଁ ୨୨ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି…

‘୧୦୪ ହେଲପ୍‌ ଲାଇନ୍‌’ ନ କହିବା ଯାଏ ଘରୁ ଗୋଡ଼ କାଢନ୍ତୁ ନାହିଁ

ଭୁବନେଶ୍ୱର : କିଛି ଦିନ ତଳେ ଇଟାଲୀ, ଫ୍ରାନ୍ସ, ଚୀନ୍‌ ଆଦି କରୋନା ସଂକ୍ରମଣରେ ଆଗରେ ଥିଲେ । ହେଲେ ଆଜି ଏଥିରେ ଶୀର୍ଷକୁ ଯାଇଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଯାହା ପାଖରେ ସବୁ କିଛି ସାଧନ ଥାଇ ମଧ୍ୟ ଏଠାରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ଦ୍ୱାରା…

୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () କରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାରେ ୯୪ଲକ୍ଷ…

କରୋନା ପାଇଁ ସହଯୋଗର ହାତ ବଢ଼ାଇଲେ ରାନୀ

ଭୁବନେଶ୍ୱର()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ନିଜ ଉପାର୍ଜୀତ ଅର୍ଥରୁ ୫୦ ହଜାର ଟଙ୍କା…

ଭାରତରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

କର୍ଣ୍ଣାଟକ()କରୋନା ଭାଇରସ୍ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କର୍ଣ୍ଣାଟକର ତୁମକୁରୁରେ ଅଞ୍ଚଳରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତୁମକୁରୁର ଡେପୁଟି କମିଶନର ଡ.ରାକେଶ କୁମାର ସୂଚନା ଦେଇଛନ୍ତି ଯେ, ମୃତକଙ୍କ ବୟସ ୬୫ ଥିବା ବେଳେ ସେ ୫ ମାର୍ଚ୍ଚରେ…

କନଭେନସନ ହଲରେ ବସିବ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର()ସାରା ରାଜ୍ୟ କରୋନା କାରଣରୁ ଲକ-ଡାଉନ ହୋଇଥିବା ବେଳେ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡିଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୦ ତାରିଖରେ ଲୋକସଭା ଭବନରେ ବ୍ୟୟ ମଞ୍ଜୁରି…

୫ ଲକ୍ଷ ୩୧ ହଜାର ୮୦୪ ଲୋକ କରୋନାରେ ଅକ୍ରାନ୍ତ

ଭବନେଶ୍ବର() ଭାରତରେ ୨୫ଟି ରାଜ୍ୟରେ କରୋନା କାୟା ବିସ୍ତାର କରିଛି । ସାରାଦେଶରେ ୭୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଆଜି ଆଉ ଜଣଙ୍କ ମୃତ୍ୟୁକୁ ମିଶାଇ ଏହି ସଂଖ୍ୟା ୧୭ରେ ପହଂଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି ।…

RBIର ବଡ ଘୋଷଣା

ନୂଆଦିଲ୍ଲୀ() ଲକ ଡାଉନ ସମୟରେ ଦେଶରେ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଆରବିଆଇ ଆଜି ବଡ ଘୋଷଣା କରିଛି । ଆରବିଆଇ ରେପୋ ରେଟ ୭୫ ବେସିସ ପଏଣ୍ଟ କମାଇଛି । ଏହି କ୍ରମରେ ନୂଆ ରେପୋ ରେଟ୍ ୫.୧୫ରୁ ଖସି ୪.୪%…

ଜାଣନ୍ତୁ ତୃତୀୟ କରୋନା ରୋଗୀଙ୍କ ବିଷୟରେ ସମସ୍ତ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭୁବନେଶ୍ୱର ଅଞ୍ଚଳର । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବ । ଏହାପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ…

ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର : ଆଗକୁ ସାରା ରାଜ୍ୟରେ ତାତି ବଢ଼ିବ । ଏପ୍ରିଲ ପହିଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ…