ମୋଦୀଙ୍କୁ ପ୍ରଶଂସା କଲେ ରାହୁଲ ଗାନ୍ଧି
କରୋନା ଲକ୍ ଡାଉନ୍ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଉଚିତ୍ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି ।
ସେ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ କେନ୍ଦ୍ର…
