ବିନା ମୂଲ୍ୟରେ ମିଳିବ ରୋଷେଇ ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ୮ କୋଟି ମହିଳାଙ୍କୁ ତିନି ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବ । କରୋନା ଲକ୍ଡାଉନ୍ ସମୟରେ ଆଗାମୀ ତିନି ମାସ ପାଇଁ ଏହି ସୁବିଧା ଦିଆଯିବ । ଏଥିରୁ ଦେଶର ୪୦ କୋଟି ପରିବାରଙ୍କୁ ଲାଭ ମିଳିବ ।…
