Odia News Portal

ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର() ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ…

୨୯ରେ ସମ ଅଲ୍ଟିମେଟ ମେଡିକେୟାରର ଉଦଘାଟନ

ଭୁବନେଶ୍ୱର() ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ପର୍ୟ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା…

ଖଲ୍ଲିକୋଟ ହେଲା ଏକକ ବିଶ୍ୱବିଦ୍ୟାଳୟ

ଗଞ୍ଜାମ() ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ କାର୍ୟ୍ୟ କରିବ । ଖଲ୍ଲିକୋଟ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । ଜୁନ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ସେହି ୫ଟି କଲେଜ ଯିବ । ଏହାସହ ପୂର୍ବରୁ ପଞ୍ଜୀକୃତ…

ଦିଲ୍ଲୀ ପୁଲିସକୁ ସମାଲୋଚନା କରିବା ପରେ ବଦଳି ହେଲେ ବିଚାରପତି

ନୂଆଦିଲ୍ଲୀ()  ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ହୋଇଛି।ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି।ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ…

ଆଜି ୨ୟ ପର୍ଯ୍ୟୟ ପ୍ରମୋସନ ଅଦାଲତ

ଭୁବନେଶ୍ୱର() ଆଜିଠାରୁ ଆରମ୍ଭ ହେଲା ପ୍ରମୋସନ ଅଦାଲତର ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ଧରି ଚାଲିବ ପ୍ରମୋସନ ଅଦାଲତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂ ସହ ଏକାସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେଉଛି । ଦ୍ୱାତୀୟ ପର୍ଯ୍ୟୟରେ ୨୭୮୮ଟି ଆବେଦନର ଶୁଣାଣି ହେବ ।

୨୯ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଦୁଇ ଦିନ ଧରି ରାଜ୍ୟରେ ଲାଗିରହିଥିବା ଝଡ଼ବର୍ଷା ଆଜି କମିଛି। ଆଜିଠାରୁ ପାଗ ସ୍ୱାଭାବିକହେବା ସହ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…

ଦିଲ୍ଲୀରେ ହିଂସା ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ ()  ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ୨୫୦ଜଣରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ପୁଲିସର ଫ୍ଲାଗମାର୍ଚ୍ଚ ପରେ ନିୟନ୍ତ୍ରଣରେ ଆସିଛି ଦିଲ୍ଲୀର ସ୍ଥିତି । ହିଂସାକାଣ୍ଡ ଘଟଣାରେ ୧୮ଟି ମାମଲା ରୁଜୁ କରି ୧୦୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି…

ବରକୁ ବେଦୀରୁ ଉଠାଇ ନେଲା ପୋଲିସ୍

କଟକ : କଟକ ମହାନଦୀ ବିହାର ସ୍ଥିତ ଏକ ନାମୀ ଦାମୀ ମଣ୍ଡପରେ ଚାଲିଥିଲା ବାହାଘର ଆୟୋଜନ । ବେଶ୍‌ ହସ ଖୁସିରେ ଥିଲେ ଉଭୟ ବର ଓ କନ୍ୟାପକ୍ଷ । କିଛି ସମୟ ପରେ ବେଦୀରେ ଆରମ୍ଭ ହୋଇଥାନ୍ତା ମାଙ୍ଗଳିକ କାର୍ଯ୍ୟ ଆଉ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତା ପୂର୍ବରୁ ମାଡ଼ି ଆସିଲା ଏକ ଅଜଣା ଝଡ଼ । ଜଣେ…

୫ ନାବାଳିକାଙ୍କୁ ଦୁଷ୍କର୍ମ କରି ଭଣ୍ଡ ବାବା ଗିରଫ

ପୁଣେ : ପରିବାର ୫ ଝିଅଙ୍କୁ ଦୁଷ୍କର୍ମ କଲା ଭଣ୍ଡ ବାବା ।  ତନ୍ତ୍ର ସାଧନା ଦ୍ବାରା କିଛି ବି କରିପାରିବି କହି ଗୋଟିଏ ପରିବାରର ୫ ନାବାଳିକା ଝିଅଙ୍କ ଦେହ ସହ ଖେଳି ନିଜର କାମନା ଚରିତାର୍ଥ କରୁଥିଲା ଏହି ଭଣ୍ଡ। ଏହି ଘଟଣାରେ ପୋଲିସ ଏକ ଭଣ୍ଡ ବାବାକୁ ଗିରଫ କରିଛି। ଏହି ଭଣ୍ଡ ବାବାର ନାମ…

ଦିଲ୍ଲୀରେ ଥମୁନି ହିଂସା : ୮୦ଟି କେନ୍ଦ୍ରରେ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଆହୁରି ବଢିବା ଆଶଂକା ରହିଛି । ଅଧିକାଂଶ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆହତଙ୍କ ମଧ୍ୟରୁ ୩୦ ପ୍ରତିଶତ ଗୁଳିମାଡ଼ ଖାଇଥିବା ବେଳେ ୩୦ ପ୍ରତିଶତ ଛୁରୀ ଓ ଖଣ୍ଡାରେ ହଣାହଣି…