Odia News Portal

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ ଜରିଆରେ ବିଚାର ହେବ । ଇ-ମେଲ ଆଇଡି ହେଉଛି [email protected] । ତେବେ ଦେଶରେ କରୋନା…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,() କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ ଜରିଆରେ ବିଚାର ହେବ । ଇ-ମେଲ ଆଇଡି ହେଉଛି [email protected] । ତେବେଦେଶରେ କରୋନା ଭାଇରସ୍…

ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ।

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।…

କରୋନା ଭାଇରସ ନାଁରେ ସାଇବର ଠକେଇ

ନୂଆଦିଲ୍ଲୀ  : ସାଇବର ଅପରାଧୀମାନେ ଏହି ଠକେଇ ବ୍ୟବସାୟରେ କରୋନା ଭାଇରସକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ୨୦ ଦିନ ମଧ୍ୟରେ ୨୩୦୦ରୁ ଅଧିକ ୱେବସାଇଟ୍ ପଞ୍ଜିକୃତ ହୋଇଛି। ଯାହାର ଡୋମେନରେ ପଞ୍ଜୀକରଣ କୋଭିଡ-୧୯ ଏବଂ କରୋନା ପରି ସମାନ ନାମରେ କରାଯାଇଛ । ତାଜା ସୂଚନା ଅନୁଯାୟୀ, ଜାନୁଆରୀ ୧…

୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବେ ସୌରଭ ଗାଙ୍ଗୁଲି

କୋଲକାତା : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ  ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି କୋଭିଡ୍-୧୯ ମହାମାରୀର ପ୍ରତିରୋଧ ପାଇଁ ଘୋଷିତ ଲକଡାଉନରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଆଗକୁ ଆସିଛନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ ଗରିବଙ୍କୁ ୫୦ ଲକ୍ଷ ଟଙ୍କା ଚାଉଳ ଦାନ କରିବେ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି ଓ ଚନ୍ଦ୍ର ଏକତ୍ର ଅବସ୍ଥାନ କରି ଘରୋଇ ଆଲୋଚନାରେ ସମୟ କଟାଇବେ । ଅସାବଧାନତା ହେତୁ କିମ୍ବା ଦ୍ରବ୍ୟନଷ୍ଟ କିମ୍ବା ଅର୍ଥହାନୀର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବ କିନ୍ତୁ ମାନସିକ ଉତ୍ତେଜନା ଲାଗି ରହିପାରେ । ବନ୍ଧୁସମ୍ପର୍କ, ଯାତ୍ରା,…

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ ହୋଇଛନ୍ତିି । ଅଧିକାରୀଙ୍କ କହିବା ମୁତାବକ, ଆଜି ସକାଳ ୭.୪୫ରେ କିଛି…

ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । କରୋନା ବିରୋଧରେ ମୋଦୀ ନେଇଥିବା ଐତିହାସିକ ଓ ସାହାସିକ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନିଶ୍ଚିତ ଭାବେ ଦେଶର ଅର୍ଥ ବ୍ୟବସ୍ଥାରୁ…

ଚୀନ୍‌ ବିରୋଧରେ ଆମେରିକା କଲା ମକଦ୍ଦମ

ନୂଆଦିଲ୍ଲୀ : ପୂର୍ବରୁ ଯାହା ଚର୍ଚ୍ଚା ଚାଲୁଥିଲା, ଯାହା ଶୁଣା ହେଉଥିଲା ଏବେ ସେକଥା ସତ ହୋଇଛି । ଆମେରିକାର ଏକ କମ୍ପାନୀ ଚୀନ୍‌ ନାଁରେ ମକଦ୍ଦମା କରିଛି । ଆଉ ୨୦ ଟ୍ରିଲିୟନ୍‌ (୨୦ ଲକ୍ଷ କୋଟି ଡଲାର) କ୍ଷତିପୂରଣ ଦାବି କରିଛି । ଅଭିଯୋଗରେ ଏହି କମ୍ପାନୀ କହିଛି ଯେ ଚୀନ୍‌ ଜାଣିଶୁଣି କରୋନା…

୩ମାସର ଦରମା ଦାନ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.…