Odia News Portal

ଗାଡ଼ି ଜବତ ମାମଲାରେ ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ

କଟକ : ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ । ଲକଡାଉନ ବେଳେ ଗାଡ଼ି ଜବତ ମାମଲାରେ ଦେଇଥିବା ରାୟରେ ପରିବର୍ତ୍ତନ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଅଣ୍ଡରଟେକିଂ ନେଇ ଗାଡ଼ି ଛାଡିବା ନିର୍ଦ୍ଦେଶରେ ପରିବର୍ତ୍ତନ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ଡାକ୍ତର ଓ…

ଜୁନ୍ ପର୍ଯ୍ୟନ୍ତ ଫି କମ୍ କରିବାକୁ ନବୀନଙ୍କ ଅପିଲ୍

ଭୁବନେଶ୍ୱର () ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେଣୁ କରୋନା ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ସେ ଘରୋଇ ସ୍କୁଲକୁ ଫି କମ୍ କରିବାକୁ କିମ୍ବା ଘୁଞ୍ଚାଇବାକୁ ଅପିଲ…

ଧର୍ମଶାଳା ବିଧାୟକଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ଅନୁଧ୍ୟାନ

ଧର୍ମଶାଳା() ଧର୍ମଶାଳା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ କ୍ବାରେଣ୍ଟାଇନ କେନ୍ଦ୍ର ଯଥା ଆଦର୍ଶ ବିଦ୍ୟାଳୟ, ଧର୍ମଶାଳା ମହାବିଦ୍ୟାଳୟ ଓ କଳ୍ପତରୁ ଦାସ ଷ୍ଟାଡିୟମକୁ ବୁଲି ଯାଇ ସମସ୍ତ କାର୍ଯ୍ୟର ତଦାରଖ କରି କାର୍ଯ୍ୟନିର୍ବାହି ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ…

ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ

ଗଞ୍ଜାମ () ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଗଞ୍ଜାମରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ ହସ୍ପିଟାଲ । ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୧୫ଟି…

ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ କଏଦୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ କଏଦୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ୍‌ କରାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ଜାମିନ୍‌ରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ପାରୋଲ୍‌ର ଆସିଛନ୍ତି ୯…

କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି

ନୂଆଦିଲ୍ଲୀ : ହାରିଲା କରୋନା ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ଘରକୁ ଫେରିଛନ୍ତି UKର କେଥ୍‌ । ଦୁଇ ସପ୍ତାହ ହେବ ସେ ଆଲେକ୍‌ଜାଣ୍ଡ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା…

ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରେ ପିଡିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରୁ ବାହାରିଛନ୍ତି । କିନ୍ତୁ ତାଙ୍କୁ ଆଉ କିଛିଦିନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବ । ତାଙ୍କୁ ଗତ ୬ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ…

ସାରା ବିଶ୍ବର ମାର୍ଗଦର୍ଶକ ନବୀନ

ଭୁବନେଶ୍ୱର : କଣ କରେନାର ମୁକାବିଲା ସମ୍ଭବ ? କଣ ଏହାକୁ ପ୍ରତିହତ କରିହେବ ? ଏଭଳି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନରେ । ସାରା ବିଶ୍ୱରେ ଦିନକୁ ଦିନ କରୋନା ଆକ୍ରନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏଭଳି ପ୍ରଶ୍ନ ସଭିଙ୍କ ମନରେ ଉଠିବା ସ୍ୱଭାବିକ । ଏହାର ଉତ୍ତର ଓଡିଶା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବିଶେଷ ଭ୍ରମଣଜନିତ ଦ୍ୱିଜା ନକ୍ଷତ୍ର ଶାରୀରିକ କ୍ଳାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ। ବନ୍ଧୁ ମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। ପରିସ୍ଥିତି ଦୁଶ୍ଚିନ୍ତାର କାରଣ…

ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ସମ୍ପୁର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ଓଡିଶାରେ ଆକ୍ରାନ୍ତଙ୍କ ସଖ୍ୟା ୪୮ରେ ପହଞ୍ଚିଲା । ତେବେ ପ୍ରଥମ ଥର ସ୍ବାସ୍ଥ୍ୟ ବିଭାଗ ଟୁଇଟ ବଦଳରେ ନିଜ ଓ୍ବବସାଇଟରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଆଜି ସକାଳେ ମଧ୍ୟ…