Odia News Portal

ରାଜ୍ୟସଭା ଅବଗଣନା : ରାଜ୍ୟସଭାକୁ ଯାଇ ପାରନ୍ତି ଜଣେ ଗାନ୍ଧୀବାଦୀ

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡିଶାରେ ବାଜିଛି ନିର୍ବାଚନ ବିଗୁଲ । କିଏ ରାଜ୍ୟସଭା ଯିବ ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଥିବାବେଳେ ଏଥର ଜଣେ ଗାନ୍ଧୀବାଦୀ କିମ୍ବା ଗାନ୍ଧୀ ଚିନ୍ତାଧାରାର ବ୍ୟକ୍ତି ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ସମଗ୍ର ଦେଶରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମଭାବସ୍ଥ କର୍ମାଧିପତି ଯୋଗୁ ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ସାମନା କରି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ କାମରେ…

ଏକ ସ୍ମରଣୀୟ ଦିବସ : କଣ୍ଟ ତାରିଖରେ ୫୧ ଟି ପ୍ଲଟ୍ ପାଇଁ ଚୁକ୍ତି ଦାଖଲ

ଭୁବନେଶ୍ୱର : ସରକାରଙ୍କର ଅଗ୍ରଣୀ ଭୂମିକା ନେଇଥିବା ଏକାମ୍ର କ୍ଷେତ୍ର ବିକାଶ ଯୋଜନାରେ ଆଜି ଏକ ସ୍ମରଣୀୟ ଦିବସ । କ୍ଷେତ୍ର ବିକାଶରେ ସରକାରୀ ଭୂମି ବ୍ୟତିରେକ ଯୋଜନା ଅନୁସାରେ କେତେକ ଘରୋଇ ଜମିର ଆବଶ୍ୟକତାକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ୧୦୦ଟି ଘରୋଇ ପ୍ଲଟ୍…

ଏଣିକି ଟିକଟ କ୍ୟାନ୍ସଲ ହେଲେ ବି ଆପଣଙ୍କୁ ମିଳିବ ପୂରା ଟଙ୍କା, ଆସନ୍ତୁ ଜାଣିବା କେମିତି

ପୂର୍ବ ବ୍ୟବସ୍ଥା ଅନୁଯାୟୀ କନଫର୍ମ ରେଳ ଟିକଟ ବାତିଲ ହେଲେ ଆମକୁ ପୂରା ଟଙ୍କା ହରାଇବାକୁ ପଡୁଥିଲା । ଏନେଇ ବିଭାଗ ତରଫରୁ କୌଣସି ଟଙ୍କା ରିଫଣ୍ଡ ଆକାରରେ ମିଳୁନଥିଲା । କିନ୍ତୁ ଏଣିକି ଟିକଟ କ୍ୟାନ୍ସଲ ହେଲେ ବି ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ଆକାରରେ ମିଳିପାରିବ । ଆଉ ସବୁଠୁ ବିଶେଷ କଥା…

ଅମିତ ଶାହାଙ୍କ ଓଡିଶା ଗସ୍ତ ପାଇଁ ପ୍ରଚାର ଗାଡି ଶୁଭାରମ୍ଭ

ଭୁବନେଶ୍ୱର : ଆଗାମୀ ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ଭୋଧିତ କରିବେ । ପ୍ରଚାର ଗାଡି ଏବଂ ଡାକବାଜି…

ଫୁଟବଲ ମ୍ୟାଚର ମାସକଟ ଗୁଣ୍ଡୁଚି ମୂଷା

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଫୁଟବଲ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ ଲୋକାର୍ପିତ କରିଛନ୍ତି । ରାଜ୍ୟର ୯ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ…

ଵଡ ସଡକ ଦୁର୍ଘଟଣା, ନଦୀରେ ବସ ଖସି ୨୪ ମୃତ୍ୟୁ

କୋଟା: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଆଜି ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି । ଜିଲ୍ଲାର ପାପଡି ଗାଁରୁ ବାହାରି ଥିବା ଏକ ଯାତ୍ରୀବାହୀ ବରଯାତ୍ରୀ ବସ ମେଜ ନଦୀରେ ଯାଇ ଗଳି ପଡିଛି । ଜିଲ୍ଲାର ଲଖେରି ଥାନା ଅଧିନସ୍ଥ ଅଂଚଳରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏଯାବତ ୨୪ ଜଣଙ୍କ…

ଜନତା ମଇଦାନରେ ଭୂମି ପୂଜନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର : ଆଗାମୀ ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ଭୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଆଜି…

କନଷ୍ଟେବଳଙ୍କ ପରିବାରକୁ କୋଟିଏ

ନୂଆଦିଲ୍ଲୀ() ଦିଲ୍ଲୀ ହିଂସାରେ ମୃତ ହେଡ କନଷ୍ଟେବଳଙ୍କ ପରିବାରକୁ ସହାୟତା ରାଶି ଘୋଷଣା । ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜିୱାଲ । ସହିଦ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ୧କୋଟି ସହାୟତା ରାଶି ମିଳିବା ସହ ପରିବାରର ଜଣଙ୍କୁ ଚାକିରି ମିଳିବ । ଘଟଣା ପଛରେ କୌଣସି ଦିଲ୍ଲୀ ଲୋକ…

ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ବର () ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହୋଇଛି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ଶାସନ…