Odia News Portal

ଜରୁରୀ ଖବର : ଆସନ୍ତା ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ

ଆପଣମାନଙ୍କ ପାଇଁ ଜରୁରୀ ଖବର। ଆସନ୍ତା ମାର୍ଚ୍ଚ ମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ବ୍ୟାଙ୍କରେ କୌଣସି କାମ ହୋଇପାରିବ ନାହିଁ। ଲଗାତାର ୮ଟି ଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଆପଣ ଟଙ୍କା କିମ୍ବା ଚେକ୍‌ ଦେବା ନେବାର କାମ କରିପାରିବେ ନାହିଁ। ଏହିକାରଣୁ ଆପଣ ଅସୁବିଧାର ସମ୍ମୁଖୀନ ହେବା…

ପ୍ରେମର ପ୍ରତୀକ ତାଜମହଲ, ପ୍ରତିବର୍ଷ କେତେ ଟଙ୍କା ଆୟ ଆସନ୍ତୁ ଜାଣିବା

ପ୍ରେମର ପ୍ରତୀକ ତାଜମହଲ। ଯାହାକୁ ଶାହାଜାହାନ ପତ୍ନୀ ମମତାଜ୍‌ଙ୍କୁ ଭଲପାଇବା ସ୍ମୃତିରେ ତିଆରି କରିଥିଲେ। ଯାହା ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟରେ ସାମିଲ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପ୍ରତିବର୍ଷ ତାଜମହଲକୁ କେତେ ପର୍ଯ୍ୟଟକ ଆସନ୍ତି ଏବଂ ଏଥିରୁ କେତେ ଟଙ୍କା ଆୟ ହୋଇଥାଏ। ଜଣାଶୁଣା ଟ୍ରାଭେଲ…

‘ଥପ୍ପଡ’, ଫିଲ୍ମ ରିଲିଜ ପୂର୍ବରୁ ମିଳିଲା ଏହି ଅଫର

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ତାପସୀଙ୍କ ଆଗାମୀ ଫିଲ୍ମ ‘ଥପ୍ପଡ’କୁ ମଧ୍ୟପ୍ରଦେଶ ସରକାର ତିନି ମାସ ପାଇଁ ଟ୍ୟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ…

ପୁଣି ଏକାଠି ରୋମାନ୍ସ କରିବେ ‘ସିଦ୍ଧନାଜ୍‌’

ବିଗ୍‌ବସ୍‌ ୧୩ ଶେଷ ହେବା ପରେ ପ୍ରଶଂସକ ସିଦ୍ଧାର୍ଥ ଶୁକ୍ଲା ଏବଂ ସେହନାଜ ଗିଲଙ୍କ କମ୍‌ବ୍ୟାକ କରିବାକୁ ଦାବି କରୁଛନ୍ତି। ଏହାସହିତ ଶେହନାଜଙ୍କ ସ୍ୱୟଂମ୍ବର ଶୋ ‘ମୁଝସେ ଶାଦି କରୋଗୀ’କୁ ମଧ୍ୟ ବଏକଟ୍‌ କରିବା ପାଇଁ ଦାବି କରୁଛନ୍ତି ପ୍ରଶଂସକ। କିନ୍ତୁ ଆପଣ ଯଦି ଏହି ଦୁଇ କଳାକାରଙ୍କ ରୋମାନ୍ସ…

ସାରା ଭାରତବାସୀ ଆମେ ସମସ୍ତେ ଭାଇ-ଭାଇ

ଭୁବନେଶ୍ୱର() ଆସନ୍ତା ୨୮ରେ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଯୋଗ ଦେବା ଲାଗି ମମତା ଗତକାଲି ରାତିରେ ଭୁବନେଶ୍ୱର ଆସିଥିଲେ। ଆଜି ଶ୍ରୀମନ୍ଦିର ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମମତା ପ୍ରତିକି୍ରୟା…

ଲୋକଙ୍କ ସେବା କରିବା ପାଇଁ ବିଜେଡି ନିର୍ବାଚନ ଲଢିଥାଏ: ନବୀନ

ଭୁବନେଶ୍ୱର()  ସଭାପତି ଭାବେ ପୁନଃ ନବୀନ ପଟ୍ଟନାୟକ ଆଜି ନିର୍ବାଚିତ ହୋଇଛନ୍ତି । ଅଷ୍ଟମ ଥର ପାଇଁ ସଭାପତି ଦ୍ୱାୟିତ୍ୱ ସମ୍ଭାଳିବାକୁ ଯାଉଥିବା ନବୀନ ଏନେଇ ସାଢେ ୪ କୋଟି ଓଡିଆବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି , ‘ବିଜେଡି ଜିତିବା ବା ହାରିବା…

ଦିଲ୍ଲୀ ହିଂସାକାଣ୍ଡ ପାଇଁ  ଗୃହମନ୍ତ୍ରୀ ଦାୟୀ

ନୂଆଦିଲ୍ଲୀ() ଦିଲ୍ଲୀରେ ଚାଲିଥିବା ହିଂସାକାଣ୍ଡ ପାଇଁ ପ୍ରତିକି୍ରୟା ରଖିଛନ୍ତି  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହା ସୂଚନା ଅନୁସାରେ, ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ…

ରାଜ୍ୟରେ ୨୨ ହଜାର ହେକ୍ଟର ଜମିରେ ହେଉଛି କଦଳୀ ଚାଷ

ଭୁବନେଶ୍ୱର() ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି । ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି । ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି । ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି । କଦଳୀ…

ବାସି ଓ ନିମ୍ନମାନର ଅଣ୍ଡାକୁ ଓଡ଼ିଶାରେ ପୂରାଇ ନଦେବାକୁ ଚେତାବନୀ

NECC ମନୋମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶାର ଅଣ୍ଡା ଶିଳ୍ପ ପ୍ରଭାବିତ ବାହାର ରାଜ୍ୟର ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ଯୋଗୁଁ ଓଡିଶାର ଅଣ୍ଡା-ଶିଳ୍ପ ପ୍ରଭାବିତ କ୍ଷତି ଯୋଗୁଁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଲେୟାର ଫାର୍ମ ଆନ୍ଦୋଳନଓହ୍ଲାଇବାକୁ ସଜବାଜ ହେଉଛି AOLFA ଆନ୍ତଃ ରାଜ୍ୟ…

ଖଣିରେ ପୁଞ୍ଜି ଲଗେଇଛନ୍ତି ଦୁଇ ଅଧିକାରୀ : ଲୋକସେବା ଭବନରେ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟର ଦୁଇଜଣ ଆଇଏଏସ୍‍ ଅଫିସର ଖଣି ବେପାରରେ ପୁଞ୍ଜି ଖଟାଇବାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଜୋରଦାର ହୋଇଛି । ନିର୍ଦ୍ଦେଶକ ପଦବୀରେ ଥିବା ଦୁଇ ଅଧିକାରୀ ତିନିଟି ଖଣିରେ ପୁଞ୍ଜି ଖଟାଇ ବେନାମୀ ଅଂଶୀଦାର ସାଜିଥିବାବେଳେ ଗୁପ୍ତା ସାଙ୍ଗିଆଧାରୀ ଜଣେ ବ୍ୟବସାୟୀ ଏମାନଙ୍କର…