Odia News Portal

ପ୍ରସିଦ୍ଧ ଗାୟିକାଙ୍କ ଆତ୍ମହତ୍ୟା

ମୁମ୍ବାଇ() ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟିକା ସୁସ୍ମିତା ସୋମବାର ଫାଶୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସ୍ବାମୀଙ୍କ ଅତ୍ୟାଚାର ଏବଂ ଘରୋଇ ହିଂସା ସହି ନପାରି ସୁଇସାଇଡ ନୋଟ ଭାବେ ଏକ ହ୍ବାଟସଆପ୍ ଏବଂ ଭଏସ୍ ମ୍ୟାସେଜ୍ ନିଜ ମାକୁ ଛାଡ଼ି ଫାଶୀ ଖୁଣ୍ଟରେ ଝୁଲି ଆତ୍ମହତ୍ୟା କରିଛନ୍ତି।…

୧୮୬୩ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇଛନ୍ତି: କୃଷି ମନ୍ତ୍ରୀ

ଭୁବନେଶ୍ୱର() ଆଜି ବିଧାନଭାରେ କାଳିଆ ଅଯୋଗ୍ୟ ହିତାଧିôକାରୀ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି , ଏଯାବତ ୪୫,୯୬୫ ଜଣ ହିତାଧିକାରୀ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସହାୟତା ରାଶି ଫେରସ୍ତ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ସେମାନଙ୍କ ମଧ୍ୟରୁ…

ସତ୍ୟତା ଜଣାପଡିଲେ ପଦକ୍ଷେପ ନିଆଯିବ

ଭୁବନେଶ୍ୱର() ପୁଣି ଭାଇରାଲ ହେଉଛି ମାଟ୍ରିକ ପ୍ରଶ୍ନପତ୍ର । ମୋବାଇଲକୁ ମୋବାଇଲ ଘୁରିବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ଅସଲି କି ନକଲି ତାହା ଜଣାପଡି ନାହିଁ । କିଛି ସମୟ ପରେ ପରୀକ୍ଷା ଶେଷ ପରେ ଏହା ସ୍ପଷ୍ଟ ହେବ । କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଭାଇରାଲ ହେଉଛି…

ପାଠପଢା ନିଶା ମନରୁ ଲିଭିନି, ୭୮ ବୟସରେ ବି ସାଜିଲେ ପରୀକ୍ଷାର୍ଥୀ

ଜ୍ଞାନ ଆହରଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ । ଯଦି ମନରେ ଦୃଢ ଇଛା ଶକ୍ତି ଥାଏ ତେବେ ଜୀବନର ଯେକୌଣସି ସମୟରେ ବି ଜଣେ ବିଦ୍ୟା ଗ୍ରହଣ କରିପାରିବେ । ଏବେକା ସମୟରେ ଏପରି ଉଦାହରଣ ମାନ ଅନେକ ଥିଲେ ବି ଉତ୍ତର ପ୍ରଦେଶର ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୭୮ ବର୍ଷ ବୟସରେ…

ମାପ ଓ ଓଜନରେ ଠକୁଛନ୍ତି ସୁନା ଦୋକନୀ

ଭୁବନେଶ୍ୱର() ସୁନା ଠକୁଛନ୍ତି ସୁନା ଦୋକନୀ । ଏନେଇ ଆଜି ବିଧାନସଭାରେ ତିନି ବର୍ଷର ତଥ୍ୟ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ୨୦୧୬-୧୭ରେ ଆଦାୟ ହୋଇଛି ୫ଲକ୍ଷ ୮୨ ହଜାର ୫୦୦ ଟଙ୍କା । ୨୦୧୭-୧୮ରେ ଆଦାୟ ହୋଇଛି ୧୦ ଲକ୍ଷ ୨୯ ହଜାର ୪୮୦ ଟଙ୍କା । ସେହିଭଳି…

ଯାନ୍ତ୍ରିକ ତୃଟି ପାଇଁ ଟୋକେନ୍ ନ ମିଳିଥିବା ଖବର ସତ୍ୟ ନୁହେଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର() ୨୦୧୯-୨୦ ବର୍ଷ ପାଇଁ ୫୦ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଖରିଫ ଋତୁରେ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ସେଥିରୁ ୪୩.୩୯ ଲକ୍ଷ ମେଟ୍ରିକ ଟନ ଧାନ ଗତ ଜାନୁଆରୀ ୧୩ ତାରିଖ ସୁଦ୍ଧା କିଣା ଯାଇଛି। ସବୁ ଧାନ FAQ ମାନର। କେବଳ FAQ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଥାଏ। FAQ…

ଭୂମିଙ୍କ ଫଟୋ ଇଣ୍ଟରନେଟରେ ଲଗାଇଲା ନିଆଁ

ଜଣାଶୁଣା ଫଟୋଗ୍ରାଫର ଡବୁ ରତନାନୀ ନିଜର ବାର୍ଷିକ କ୍ୟାଲେଣ୍ଡର ଲଞ୍ଚ କରିଛନ୍ତି। ୨୦୨୦ ବର୍ଷର ଏହି କ୍ୟାଲେଣ୍ଡରରେ ଭୂମି ପେଡେନକର, ଅନନ୍ୟା ପାଣ୍ଡେ, କିଆାରା ଆଡଭାନୀ, ସନ୍ନି ଲିଓନ, ଶର୍ଲିନ ଚୋପ୍ରା, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି। କିନ୍ତୁ ଏହି…

ଜର୍ମାନୀ ଫିଲ୍ମର ରିମେକ୍‌ରେ ନଜର ଆସିବେ ତାପସୀ

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ସଫଳତା ଏବେ ଆକାଶଛୁଆଁ। ଖୁବଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ ’ ରିଲିଜ ହେବାକୁ ଯାଉଛି। ଯାହାର ଟ୍ରେଲରକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମକୁ ଫ୍ୟାନ ଚାହିଁବସିଥିବା ବେଳେ ତାପସୀଙ୍କର ଆଉ ଏକ ନୂଆ ଫିଲ୍ମର ନାଁକୁ ସୋସିଆଲ ମିଡିଆରେ…

ଜାଲରେ ପଡ଼ିଲା ବିରାଟ ତିମି

ବ୍ରହ୍ମପୁର : ଜାଲରେ ପଡ଼ିଲା ବିରାଟ ତିମି । ଗୋପାଳପୁର ସମୁଦ୍ରରୁ ଉଦ୍ଧାର ହେଲା ବିରାଟକାୟ ତିମି। ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରାଟକାୟ ମାଛ ଲାଗିଥିଲା। ତିମି ମାଛଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । କେଉଁ ପ୍ରଜାତିର ତିମି ତାହା ଅସ୍ପଷ୍ଟ ରହିଛି। ପୁଣି…

ଡି୍ୟୁଟି ନ କରି ଆନେ୍ଦାଳନ କଲେ ଆଗୁଆ ଅବସର

ଭୁବନେଶ୍ୱର()  ଛୁଟି ମଞ୍ଜୁର ନ ହୋଇ ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ଛୁଟିରେ ରୁହନ୍ତି ତେବେ“ନୋ ୱାର୍କ ନୋ ପେ’ ” ନିୟମ ଲାଗୁ ହେବ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶ ଆସିଛି। କେବଳ ସମ୍ପୃକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଥିଲେ ହିଁ…