ବେଙ୍ଗାଲୁରୁରୁ ଗିରଫ ହେଲା ପ୍ରେମିକ
ଭୁବନେଶ୍ବର : କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ମାନେନି ବନ୍ଧବାଡ଼ । ପ୍ରେମରେ ଅନ୍ଧ ହୋଇ ଏମିତି ଜଣେ ଯୁବତୀ ପ୍ରେମିକକୁ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ ଦେଇ ଏବେ ହରଡ ଘଣାରେ ପଡିଛନ୍ତି । ପ୍ରେମିକ ଟଙ୍କା ନ ଫେରାଇବାରୁ ଶେଷରେ କିଛି ଉପାୟ ନପାଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ…
