Odia News Portal

ମୋଦୀ ଚା ବିକି ପ୍ରଧାନମନ୍ତ୍ରୀ ହେଲେ, ମୁଁ କ’ଣ ପାଇଁ ମନ୍ତ୍ରୀ ହେଇପାରିବିନି ?

ଭୁବନେଶ୍ୱର() ପୁଣି ଚର୍ଚ୍ଚାର ଘେରରେ ରାନୀ ପଣ୍ଡା । ରାନୀ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏକ ସାକ୍ଷାତକାରରେ ରାନୀ କହିଛନ୍ତି, ୬ ମାସ ପାଇଁ ତାଙ୍କୁ ମନ୍ତ୍ରୀପଦ ଦିଆଗଲେ ଓଡ଼ିଶାକୁ ସୁନାର ଦେଶ କରିଦେବେ। ଚା ବିକି ପ୍ରଧାନମନ୍ତ୍ରୀ ହେଉଛନ୍ତି।…

ଭାଇରାଲ ହେଉଛି ଏହି ହଟ ସିଙ୍ଗଙ୍କ ଭିଡିଓ, ଦେଖନ୍ତୁ

ମୁମ୍ବାଇ() ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି। ଯାହାର ନାଁ ରହିଛି ‘ଗୋଆ ବିଚ୍’। ‘ଗୋଆ ବିଚ୍’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଏହାର ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ…

ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କାର ହେଲେ ଅନୁପ ସାଏ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ବହିଷ୍କାର କରିଛନ୍ତି । ସୂଚନା ଅନୁସାରେ, ଏକ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁମ ସାଏଙ୍କୁ ଛତିଶଗଡ ପୋଲିସ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ଏହି…

ଭାରତରେ ୨ କରୋନା ରୋଗୀ ଚିହ୍ନଟ

କୋଲକାତା() ଚୀନରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭୂତାଣୁ । ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ…

ଏଣିକି ପ୍ରତିଦିନ ଦୁଇ ଥର ପ୍ରାର୍ଥନା

ଭୁବନେଶ୍ୱର()  ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି। ତେବେ ଗୁରୁବାରଠାରୁ ଅପରାହ୍ନ ୪ଟାରେ…

ଦାଗୀ ନେତାଙ୍କ ତାଲିକା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ () ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ତୁରନ୍ତ ସମସ୍ତ ଦାଗୀ ନେତାଙ୍କ ତାଲିକା ଦିଅ । ଅପରାଧିକ ସୂଚନାକୁ…

ଏଣିକି ଆମ୍ବୁଲାନ୍ସ ଅଟକାଇଲେ ୧୦ ହଜାର ଜରିମାନା

ଭୁବନେଶ୍ୱର()  ଏଣିକି ସଂଶୋଧିତ ମୋଟର ଯାନ ଆଇନରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି ପାଳନ କରାଯିବ। କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡ଼ିକୁ ରାସ୍ତା ନ ଛାଡ଼ିଲେ, ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ବାଇକ୍ କିମ୍ବା…

ଗିରଫ ହେଲେ ବିଜେଡି ନେତା

ଭୁବନେଶ୍ୱର() ଗିରଫ ହେଲେ ବିଜେଡି ନେତା ଅନୁପ ସାଏ । ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ । ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି । ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ…

ଟ୍ରକ୍‌କୁ ଧକ୍କା ଦେଲା ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ବସ୍‌, ୧୪ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏକ ଡବର ଡେକାା ଭଲ୍‌ବୋ ବସ୍‌ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବାରୁ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର…

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌ : ଏହିସବୁ ରୋଗରୁ ଦିଏ ମୁକ୍ତି 

କିସ୍‌ମିସ୍ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍ କମ୍ କରିବା ପାଇଁ ମଧ୍ୟ କିସ୍‌ମିସ୍ ସହାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ପେଟ ରୋଗ ସମସ୍ୟା ଦୂର କରିଥାଏ। ତେବେ ଜାଣନ୍ତୁ କିସ୍‌ମିସ୍ କେତେ…