Odia News Portal

ଘୋଷଣା ହେଲା ମହାକୁମ୍ଭ ୨୦୨୧ର ସ୍ଥାନ ଓ ତାରିଖ, ଜାଣନ୍ତୁ କେବେ ଅନୁଷ୍ଠିତ ହେବ ଏହି ପବିତ୍ର ମେଳା

ହରିଦ୍ୱାରରେ ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାର ଶାହି ସ୍ନାନର ତାରିଖ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ପ୍ରାୟ ଦୁଇ ଘଣ୍ଟା ଧରି ସାଧୁସନ୍ଥଙ୍କ ସହ ଆଲୋଚନା କରିବା ପରେ ଏହି ତିଥି ଘୋଷଣା କରିଛନ୍ତି। ଆଲୋଚନା ମୁତାବକ ପ୍ରଥମ ଶାହି ସ୍ନାନ ୧୧…

ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ

ଭୁବନେଶ୍ୱର() ଗତ ୪ ତାରିଖ ଦିନ ମସ୍ତିକ ମୃତ୍ୟୁ ଘଟିଥିବା ଗଂଜାମର ପି.ପି୍ରୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସ.ସି.ବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସପିଟାଲ ଭୁବନେଶ୍ୱରର ଡାକ୍ତର ମାନଙ୍କୁ ଆଜି ଲୋକସେବା ଭବନରେ…

ରାଜ୍ୟରେ ପ୍ରଥମ : ସ୍ୱଚ୍ଛ ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରକୁ ସ୍ୱଚ୍ଛ କରିବା ଲାଗି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ର ସଦସ୍ୟାମାନେ ମଙ୍ଗ ଧରିଛନ୍ତି । ଘରକୁ ଘର ବୁଲି ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ତାହାକୁ ଗାଡ଼ିରେ ନେଇଯାଉଛନ୍ତି । ସହରର ଦୁଇଟି ୱାର୍ଡରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ…

ସୁନ୍ଦରୀ ‘ଆନି’ ଏବେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା

ଜୟପୁର : ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢି ଚାଲିଛନ୍ତି ଜୟପୁର ଝିଅ ଆନି ପ୍ରିନ୍‌ସ । ପ୍ରଯୋଜନାରେ ପାଦ ଥାପିଛନ୍ତି ଏହି ମିସ୍‌ ଇଣ୍ଡିଆ ଏଲିଗେଣ୍ଟ ୨୦୧୭ ଟାଇଟଲ ବିଜୟିନୀ । ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । ସେ ଓ ତାଙ୍କ ଟିମ୍‌ ଆଲବମ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭିନ୍ନ…

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଇଥିଲେ ଜାଣନ୍ତୁ…

ସାଇବାବା ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା ର ରାହାଟ ତହସିଲ ର ସିରଡ଼ି କାଖବା ଠାରେ ୧୫ ଅକ୍ଟୋବର ୧୯୧୮ ଦଶହରା ଦିନ ସମାଧି ନେଇଥିଲେ । ଏହି ସ୍ଥାନ କୁ ସାଇବାବା ଙ୍କ ଭକ୍ତ ମାନେ ଦୂର ଦୁରାନ୍ତ ରୁ ଦର୍ଶନ ପାଇଁ ଆସନ୍ତି । ଏହି ସମାଧି ୨ ମିଟର ରୁ ଅଧିକ ଲମ୍ବା ଏବଂ ୧ ମିଟର ଚୌଡା ଅଟେ ।…

ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ବୁର୍ଲା : ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଘଟଣା ସମ୍ନାକୁ ଆସିଛି । ସାମାନ୍ୟ ବଥ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗ ଓପିଡିକୁ ଆସିଥିବା ଜଣେ ଯୁବତୀଙ୍କ ଓଠରେ ଡାକ୍ତର ଇଂଜେକ୍‌ସନ୍‌ ଦେଇଥିଲେ । ଏହାପରେ ଯୁବତୀଙ୍କ ଓଠରୁ ନେଇ ସମଗ୍ର ମୁହଁ କଳା…

ପାକିସ୍ତାନ ଗଲେ ଭାରତୀୟ କବାଡି ଟିମ୍, ଘନେଇଲା ବିବାଦ

ଇସଲାମାବାଦ :  ବିଶ୍ୱ କବାଡି ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ପହଁଚିବା ପରେ ବିବାଦ ଉତ୍ପନ୍ନ ହୋଇଛି। କାରଣ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରୀୟ ମହାସଙ୍ଘ ଏ ବାବଦରେ କିଛି ଜାଣିନଥିବା କିମ୍ବା ମଞ୍ଜୁରି ଦେଇନଥିବା କୁହାଯାଉଛି। ଚାମ୍ପିୟନସିପରେ ଭାଗ ନେବା ପାଇଁ ଗତ ଶନିବାର ଦିନ…

‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା

ଭୁବନେଶ୍ୱର() ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି ।…

ମହାଭାରତ’ରେ ନଜର ଆସିବେ ଦୀପିକା

ମୁମ୍ବାଇ :  ଅନେକ ସମୟ ଧରି ଏହି କଥାକୁ ନେଇ ଚର୍ଚ୍ଚା ଚାଲିଛି ଯେ ଦୀପିକା ପାଦୁକୋନ୍ ଫିଲ୍ମ ମହାଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏବଂ ଫିଲ୍ମରେ ସେ ଦ୍ରୌପଦୀ ଭୂମିକାରେ ନଜର ଆସିବେ । ଦୀପିକା ପ୍ରଡ୍ୟୁସର ମଧୁ ମଣ୍ଟେନାଙ୍କ ସହ ମିଶି ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଚେଷ୍ଟା…

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ସବୁବେଳେ ଜନହିତକର କାର୍ଯ୍ୟ କରି ନବରଙ୍ଗପୁର ଡାବୁଗାଁ ବିଧାୟକ ପ୍ରଂଶସା ସାଉଁଟୁଥିବାବେଳେ ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୫କିଲୋମିଟର ବୋହି ଆଣି ସେ ନିଜର ବଦାନ୍ୟତା ଦେଖାଇଛନ୍ତି । ନବରଙ୍ଗପୁର ମଇଦଲପୁର ପଞ୍ଚାୟତ…