ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆଟେଣ୍ଡା ଲାଉଞ୍ଜ୍ ‘ପ୍ରତିକ୍ଷାଳୟ’ ଉଦ୍ଘାଟିତ
ଭୁବନେଶ୍ୱର : ସହରର ସର୍ବୋତମ ତଥା ସର୍ବବୃହତ୍ ସ୍ୱାସ୍ଥ୍ୟସେବା ପ୍ରଦାତା, ବିଆର୍ ଲାଇଫ୍ କଳିଙ୍ଗ ସୁପର୍ ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଆଜି ଏହାର ପରିସରରେ ଏକ ରୋଗୀ ଆଟେଣ୍ଡା ଲାଉଞ୍ଜ ‘ପ୍ରତିକ୍ଷାଳୟ’ର ଉଦ୍ଘାଟନ କରାଯାଇଛି; ଯାହାକି ଓଡିଶାରେ ପ୍ରଥମ । ଏହି ଲାଉଞ୍ଜରେ ସମସ୍ତ ପ୍ରକାରର…
