ବିଗିଡ଼ିଯାଇଛି ପାଣିପାଗ : ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା, ସୋମବାରଠୁ ପାଗ ଫିଟିବ
ଭୁବନେଶ୍ୱର : ବିଗିଡ଼ିଯାଇଛି ପାଣିପାଗ । ରାଜ୍ୟ ତମାମ ବର୍ଷା । କେଉଁଠି ଅସରାଏ ତ ଆଉ କେଉଁଠି ଝିପିଝିପି । ସାରା ଦିନ ଛାଡ଼ିଲାନି ବର୍ଷା । ଉତ୍ତର, ଦକ୍ଷିଣ, କେନ୍ଦ୍ରୀୟ, ପଶ୍ଚିମ ସବୁଠି ଆଜି ଅଦିନିଆ ବର୍ଷାକୁ କାଲୁଆ ପବନ । ଦେହ ହାତ ଥରିଯାଉଛି ଏ ବର୍ଷା, ପବନରେ । ଜନଜୀବନ ପୂରାପୂରି…
