Odia News Portal

ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା : ମନ୍ଦିର ବିକାଶ ପାଇଁ ୧୦କୋଟି

ଆଜି ଜାଗର ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ। ଦେବ ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ

ମାର୍ଚ୍ଚ ୮ ଓ ୯ରେ ଏସ୍‌ଆଇ ପରୀକ୍ଷା

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପରୀକ୍ଷା ୮ ଏବଂ ୯ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହେବ। ଏସ୍‌ଆଇ ରାଙ୍କ ଅଧୀନରେ ଅନ୍ୟାନ୍ୟ ପଦବୀ

ରାସନ କାର୍ଡ ବୟାନ ପରେ ତେଜିଲା ରାଜନୀତି

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆୟକର ଫାଇଲ କରୁଥିବା ବ୍ୟକ୍ତିଙ୍କର ରାସନ୍‌ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର

ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

୨୮ରେ ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀରେ ସ୍ୱାସ୍ଥ୍ୟ ବିଭାଗର କାଯ୍ୟକ୍ରମରେ ସାମିଲ ହେବେ । ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ଆସିଲା ପିଏମ କିଷାନ କିସ୍ତି ଟଙ୍କା

ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ଚାଷୀଙ୍କୁ ଖାତାକୁ ଆସିଲା ଟଙ୍କା । ପିଏମ କିଷାନ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ।  ୧୯ ତମ କିସ୍ତି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିଲା ୨ ହଜାର ଲେଖାଏଁ ଟଙ୍କା ।

ପଦ୍ମଶ୍ରୀ ବିବାଦ : ମାର୍ଚ୍ଚ ୧୮ରେ ଶୁଣାଣି

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା । କୋର୍ଟରେ ହାଜର ହେଲେନି ଅନ୍ତରଯ୍ୟାାମୀ ମିଶ୍ର । ୨୦୨୩ରେ ସାହିତ୍ୟ କ୍ଷେତ୍ରରେ ପାଇଥିଲେ ପୁରସ୍କାର । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ । ତଥ୍ୟ ରଖିବାକୁ ୪ ସପ୍ତାହର ସମୟ ମାଗିଲେ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ରେ

ଟ୍ୱିନ ସିଟିକୁ ଜଗିବ ଏଆଇ

ଭୁବନେଶ୍ୱର ଓ କଟକରେ ଲାଗିବ ଏଆଇ କ୍ୟାମେରା । ଚିହ୍ନଟ ହେବେ ଅପରାଧି ଓ ଟ୍ରାଫିକ ଖିଲାପକାରୀ । ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂ କଡାକଡି ହେବ । ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ମୁତୟନ

ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୋହନ ଚରଣ ମାଝୀ

 ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ

ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌

ଚାଷୀଙ୍କ ଜମିରେ ଅଗଭୀର ନଳକୂପ ଖନନରେ ସବସିଡି କରାଇଦେବା ନାମରେ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଉମରକୋଟ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତର ଜାମପଦର ଗାଁର ଚାଷୀ ଲଖିଧର ମାଝୀ ନିଜ ଜମିରେ ସରକାରଙ୍କ

ପ୍ରୟାଗରାଜରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରୟାଗରାଜରୋ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହ ପରିବର ସହ ସଙ୍ଗମରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ପରେ ବାରଣାସୀ ଯିବେ