ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି: ଆଇନ ମନ୍ତ୍ରୀଙ୍କ ବଡ ସୂଚନା
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁଟ୍ ହେଲା ଭିଡିଓ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ‘ଷ୍ଟୋରୀ ବାଏ ନରୁ ଗୋପାଳ’ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି।
ଡ୍ରୋନ୍ ଉଡିବା!-->!-->!-->…
