ଗୁଣିଗାରେଡ଼ି ପାଇଁ ପୁତୁରାକୁ ବଳି ଘଟଣା
ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ଭଲ ଚାଷ ପାଇଁ ଗୁଣି ଗାରେଡ଼ି କରି ବଡ଼ବାପା ନିଜ ପୁତୁରାକୁ ଚାଷଜମିରେ ପୂଜାପାଠ କରି ବଳି ଦେଇଥିଲା । ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ!-->…
