ପୁରୀ ଡେଲାଙ୍ଗ ଅଞ୍ଚଳରୁ ପୁଣି ନିଖୋଜ ନାବାଳକ
ଡେଲାଙ୍ଗ ରତନପୁର ଗାଁର ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଓ ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଆଉ ଜଣେ ନାବାଳକ ନିଖୋଜ । ବେନୁପଡା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ସୂଚନା ।
୨୪ ଘଣ୍ଟା ପରେ ବି ନିଖୋଜ ନାବାଳକ ଜଣଙ୍କର ପତ୍ତା ମିଳୁନାହିଁ । ଡେଲାଙ୍ଗ ଥାନାରେ ଏନେଇ!-->!-->!-->…
