ଆଜି ହିଁ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ ଘୁଘୁନି ଚାଟ୍
ଭୁବନେଶ୍ଵର : ସମସ୍ତଙ୍କୁ ପ୍ରାୟ ଚାଟ୍ ଖାଇବାକୁ ଖୁବ୍ ଭଲ ଲାଗେ। ବୋଧହୁଏ ଏପରି କେହି ନାହାଁନ୍ତି ଯାହାକୁ ଚାଟ୍ ଦେଖି ପାଟିରୁ ଲାଳ ନଗଡିବ। ଆଜି ଆମେ ଆପଣଙ୍କୁ ଢାବା ଷ୍ଟାଇଲ ଘୁଘୁନି ଚାଟ୍ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ବିଷୟରେ କହିବାକୁ ଯାଉଛୁ। ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ତେବେ…
