Odia News Portal

ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର() ଝାରପଡ଼ା ଜେଲରୁ ବାହାରିଲେ IAS  ବିଜୟ କେତନ। ଗତକାଲି ହାଇକୋର୍ଟ ବିଜୟଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରିବା ପରେ ବିଜୟ କେତନ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲି…

ଭୁତର ଟ୍ରେଲର ରିଲିଜ୍ , ଏକାକୀ ଦେଖନ୍ତୁ ନାହିଁ ଏହି ଟ୍ରେଲର

ମୁମ୍ବାଇ() ଅଭିନେତା ବିକ୍କି କୌଶଲଙ୍କ ମୋଷ୍ଟ ଆୱେଟେଡ଼୍ ଫିଲ୍ମ ଭୁତ୍ ପାର୍ଟ ୱାନ୍ : ଦ ହଣ୍ଟେମ୍ ସିପର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। ତେବେ ବହୁ ଲମ୍ବା ସମୟ ପରେ ବଲିଉଡ଼ର…

21 ଜଣ କୃଷି ଅଧିକାରୀଙ୍କୁ କୃଷିମନ୍ତ୍ରୀଙ୍କ ଛାଟ

ଭୁବନେଶ୍ୱର () କୃଷି ବିଭାଗର ଚାଲୁଥିବା ନାନା କେଲେଙ୍କାରୀକୁ ଗୋଟିଏ ପରେ ଗୋଟିଏ ସଫା କରିବା ଆରମ୍ଭ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏହି କ୍ରମରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ଭବନେଶ୍ୱରରେ ଆସ୍ଥାନ ଜମାଇଥିବା 21 ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି । ଏନେଇ…

ଶ୍ରୀକ୍ଷେତ୍ରର ଐତିହ୍ୟ ଆହୁରି ବିକଶିତ ହେବ

ଭୁବନେଶ୍ୱର() ପୁରୀରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ନିର୍ମାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ସେତୁ ଭବନରେ ଆୟୋଜିତ ବୈଠକରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୂର୍ତ୍ତ ବିଭାଗର ସଚିବ କିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପ୍ରସ୍ତର ଶିଳ୍ପ…

ଫୁଲବାଣୀ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍

କଟକ() ଓଡ଼ିଶାରୁ ସାମାନ୍ୟ ଟଳିଲା କରୋନା ଭୟ । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା । ଯାଞ୍ଚ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଏନେଇ ଊଗଋଞ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ କଟକ ଏସସିବିସର ସନ୍ଦିଗ୍ଧ…

ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ୮ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ଲାଗିରହିବ। କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ଆକଳନ କରାଯାଇଛି ଯେ , ଆଜି ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର,…

ଏଣିକି ଗୋଟିଏ ଅଫିସରେ ୬ ବର୍ଷ ଚାକିରୀ ପରେ ବଦଳି ହେବ

ଭୁବନେଶ୍ୱର() ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ୟ୍ୟ କରିଥିବା କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିଇଓ ଏବଂ ଡିଇଓ ଅଫିସରେ ଚାକିରୀ…

ବଢିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର()  ୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ଼ ଓ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନିଆଯାଇଛି । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ୧୫ ଦିନ ପରେ ଆଉ ବିଆଇନ୍ ନିର୍ମାଣକାରୀଙ୍କୁ…

ଆଜି ହିଁ ପ୍ରସ୍ତୁତ କରନ୍ତୁ କଡ୍ ରାଇସ୍

ଭୁବନେଶ୍ଵର : ଦକ୍ଷିଣ ଭାରତରେ କଡ ରାଇସକୁ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ବ୍ରାହ୍ମଣ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରନ୍ତି। ଏହା ଶରୀରକୁ ସୁସ୍ଥ ରଖିବା ସହ ଥଣ୍ଡା ରଖେ। ଖଟା ଏବଂ ରାଗ ଖାଇବାକୁ ପସନ୍ଦ କରୁଥିବା ଲୋକମାନଙ୍କୁ କଡ ରାଇସ୍ ଭଲ ଲାଗିବ। ତେଣୁ ଆଜି ହିଁ ପ୍ରସ୍ତୁତ କରନ୍ତୁ…

ବଡ ଏନ୍‍ଜିଓଙ୍କୁ କାମ ଦେବାକୁ ସୁପରିକଳ୍ପିତ ଯୋଜନା, ମାଷ୍ଟରମାଇଣ୍ଡ ସୁଡା ଅଧିକାରୀ

ଭୁବନେଶ୍ୱର : ନଗର ଉନ୍ନୟନ ବିଭାଗରେ ଏବେ ବଡ ବଡ ଏନ୍‍ଜିଓଙ୍କୁ ପ୍ରୋତ୍ସାହନ । ସେମାନଙ୍କୁ ସୁହାଇଲା ଭଳି ପ୍ରସ୍ତୁତ ହେଉଛି ନିୟମ । ଛୋଟ ଛୋଟ ସଂସ୍ଥା ଯେତେ ଭଲ କାମ କଲେ ବି ସେମାନେ ଯେଭଳି କାମ ନପାଇବେ ସେଥିପାଇଁ ସୁପରିକଳ୍ପିତ ଯୋଜନା ଚାଲିଥିବା ଅଭିଯୋଗ ହେଉଛି । ଆଉ ଏହି ଷଡଯବରେ ବିଭିନ୍ନ…