ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ।
ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ। ସ୍ବାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି।
ଯାଜପୁରର ବିକାଶ କିଏ କରିଛି ତାହା ସରକାରୀ ଓ ବିରୋଧୀ ଦଳ!-->!-->!-->…
