Odia News Portal

ମୋତେ ଲାଗୁନାହିଁ ରାନୁ ଷ୍ଟାର୍ ହେବା ପାଇଁ ପ୍ରସ୍ତୁତ ଅଛନ୍ତି: ହିମେଶ

ମୁମ୍ବାଇ() ଷ୍ଟେସନ୍ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିଲେ ରାନୁ ମଣ୍ଡଳ। ଏହା ପରେ ହିମେଶ ରେଶମିୟାଙ୍କ ତାଙ୍କୁ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ଓ ସେ ବଲିଉଡ୍ରେ ପ୍ରବେଶ କରିଥିଲେ। ତେବେ ରାମ୍ପ୍ ଶୋ’ରେ ଚାଲିବା ହେଉ କିମ୍ୱା ଫ୍ୟାନ୍ମାନଙ୍କୁ…

ଭାରତର ବିଶାଳ ବିଜୟ

ନୂଆଦିଲ୍ଲୀ () ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ରାହୁଲ ଓ ଶ୍ରେୟସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ୨୦୪ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ…

ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଡାକ୍ତରମାନଙ୍କ ଦ୍ୱାରା ବିରଳ ଅସ୍ତ୍ରୋପଚାର

୪୮ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ୮.୩ କେଜିିର ଫିବ୍ରଏଡ୍ ଟ୍ୟୁମର୍ ଅପରେସନ୍‌ ଭୁବନେଶ୍ୱର : ଭୁବନେଶ୍ୱରର ଏକ ପ୍ରମୁଖ ହସ୍ପିଟାଲ, ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୪୮ ବର୍ଷୀୟା ରୋଗୀଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର ବାହାର…

ପୁରୀ-କୋଣାର୍କକୁ ଉଡିବ ବିମାନ !

କୋଣାର୍କ()  ପୁରୀ-କୋଣାର୍କ କୁ ଉଡିବ ବିମାନ । ପୁରୀ କୋଣାର୍କ ହେବ ଏକ ଆଇକନ ସାଇଟ୍ । ଉପକୂଳ ଓଡିଶାକୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅନେକ ପଦକ୍ଷପ ନିଆ ଯାଉଛି । ପୁରୀ କୋଣାର୍କକୁ ବିମାନ ଉଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ଥାବ ଆସିଛି । ଖୁବ…

ସାଧାରଣତନ୍ତ୍ର ଦିବସରେ ପତକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ପତକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତକା ଉତ୍ତୋଳନ କରିଥାନ୍ତି । ହେଲେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କଟକ ଯିବେ ନାହିଁ ବୋଲି…

ଭାରତୀୟ ସେନାରେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ () ଭାରତୀୟ ସେନାରେ ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ…

ଫାଶୀ ପୂର୍ବରୁ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ () ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ସମସ୍ତଙ୍କ ନଜର ଏବେ ଫେବୃଆରୀ ପହିଲା ଉପରେ ଅଛି । ତେବେ…

କୋଲ୍‌କାତାରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ୨୦୧୯-୨୦

ଭୂବନେଶ୍ୱର : ୟୁନିଭର୍ସ ଅଫ୍ ପ୍ରାଇଡ୍‌କୁ ଜୀବନ୍ତ କରି ସେଲିବ୍ରେଟେଡ୍ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର୍ ପାରମ୍ପରିକ ରନ୍େ‌ୱ ଶୋ’ଏହାର ୧୫ତମ ସଂସ୍କରଣରେ ଫ୍ୟାଶନର ଏକ ନୂତନ ଚେହେରାକୁ ଉନ୍ମୋଚନ କରିବାକୁ ଯାଉଛି । ଏହି ଟୁର୍ କୋଲ୍‌କାତାଠାରେ ପ୍ରଖ୍ୟାତ ଫ୍ୟାଶନ ଡିଜାଇନର୍ ଅନାମିକା…

ଆଜି ପ୍ରଥମ ଟି-୨୦ : ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ ଟି-୨୦ ମୁକାବିଲା । ସରିଜର ପ୍ରଥମ ମ୍ୟାଚ୍ ନ୍ୟୁଜଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ଭାରତକୁ ଫେଭରାଇଟ କୁହାଯାଉଥିଲେ ବି ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଏତେଟା ସହଜ ନୁହେଁ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।…

ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ବଲାଙ୍ଗିର ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ ମେହେର । ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ପୁଞ୍ଚିଲାଲଙ୍କୁ ଜାମିନ୍‌ ମିଳିଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ପୁଞ୍ଜିଲାଲଙ୍କୁ ୪ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ ହାଇକୋର୍ଟ ।…