Odia News Portal

ନିର୍ଭୟା ଦୋଷୀଙ୍କ ଶେଷ ଇଚ୍ଛା

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି…

ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ୟ୍ୟକ୍ଷମ

ଭୁବନେଶ୍ୱର() ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର

କଟକ ୬ ଲେନ ହେବ ରିଂ ରୋଡ

କଟକ() ବଦଳିବ କଟକର ମାନଚିତ୍ର । ବଦଳିବ କଟକର ରୂପରେଖା । ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ ଏସ୍ସିବି ମେଡିକାଲ କଲେଜର…

ପୁରୀ-କୋଣାର୍କ ବେଳାମାର୍ଗରେ ଗୁଳିକାଣ୍ଡ

ପୁରୀ : ପୁରୀ-କୋଣାର୍କ ବେଳାମାର୍ଗରେ ଗୁଳିକାଣ୍ଡ । ପୂର୍ବ ବିବାଦକୁ କେନ୍ଦ୍ର କରି ତୋଷାଳୀ ସ୍ୟାଣ୍ଡ ସମ୍ମୁଖରେ ୨ ରାଉଣ୍ଡ ଗୁଳି ଫୁଟାଇଲା ଦୁର୍ବୃତ୍ତ । ୨ଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଏନେଇ ପେଣ୍ଠକଟା ମେରାଇନ୍‌ ଥାନାରେ ଏକ ମାମଲା ରଜୁ ହୋଇଥିବା ବେଳେ ପୁଲିସ…

ମିନି ମାରାଥନ, ଭାଗ ନେଲେ ୩ ହଜାର ପୁରୁଷ ଓ ମହିଳା

ପୁରୀ: ପୁରୀରେ ମିନି ମାରାଥନ । ବିମଷ୍ଟେକ, ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ମାରାଥନ କାର୍ଯ୍ୟକ୍ରମ କରାଯାଇଛି । ପୁରୀ ତାଳବଣିଆ ସ୍ପୋଟର୍ସ କ୍ଲବ କମ୍ପ୍ଲେକ୍ସ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଚକ୍ରତୀର୍ଥ ରୋଡ, ସୁବାସ ବୋଷ ଛକ ଦେଇ ବେଳାଭୂମି…

ଧାରଣାରେ ବସିଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ

ବାଲେଶ୍ୱର : ସ୍କୁଲ ଆଗରେ ଅଭିଭାବକଙ୍କ ଧାରଣା । ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ଧାରଣା ଦିଆଯାଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ପୋଲିସ ହାଇସ୍କୁଲରେ । ହାଇସ୍କୁଲରେ ବିଭିନ୍ନ ଅବ୍ୟବସ୍ଥା, ଅସ୍ୱାସ୍ଥ୍ୟକର ପରିବେଶ, ଶିକ୍ଷକ ଶିକ୍ଷୟତ୍ରୀଙ୍କ…

ପୂର୍ବତନ ବିଜେପି ବିଧାୟକଙ୍କ ପରଲୋକ

କେନ୍ଦୁଝର : ପୂର୍ବତନ ବିଜେପି ବିଧାୟକଙ୍କ ପରଲୋକ। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ହଳଦିବଟାସ୍ଥିତ ବାସଭବନରେ ପରଲୋକ ହୋଇଛି। ଦୀର୍ଘ ବର୍ଷ ଧରି ଗୌରହରି ସ୍ନାୟୁ ରୋଗରେ ପିଡୀତ ହୋଇ ଗତ ଡିସେମ୍ବର ୧୭ତାରିଖରୁ ଭୁବନେଶ୍ୱରର ଏକ ଘରୋଇ…

ଆକ୍ଟିଭ୍ ନବୀନ, ଵିରୋଧି ଜଳକା : ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ ବାସ୍ତବ ରୂପ ଦେଉଛନ୍ତି ୫-ଟି ସଚିବ

ଭୁବନେଶ୍ୱର : ପଞ୍ଚମ ପାଳିର ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପୂର୍ବାପେକ୍ଷା ଅଧିକ ସକ୍ରିୟ । ଶାସନକୁ ଆସିବାପରେ ନବୀନ ଯେଭଳି ଘନ ଘନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ବିରେଧିଙ୍କୁ ସ୍ତବ୍ଧ କରିଥିବାଵେଳେ ସେମାନେ ଆହୁରି ଅଧିକ ପଛକୁ ଠେଲିହୋଇ ଯାଉଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ରୋଗପୀଡ଼ା, ଶତ୍ରୁତା, ଭ୍ରାତୃ ସମ୍ପର୍କହାନୀ ଘଟାଇବାର ପୂର୍ଣ୍ଣ ସୂଚନା ରହିଛି । ଅବଶ୍ୟ କର୍ମସ୍ଥ ରବି ଓ ବୁଧ ପ୍ରଭାବରେ ସମସ୍ୟାର ସମାଧାନ କରିବା ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ । କଳ, କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌…

ଆଉ ଘୁଂଚିବନି ଫାଶୀ ତାରିଖ !

ନୁଆଦିଲ୍ଳୀ() ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସରକାର କହିଛନ୍ତି ଯେ ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲାଯାଉ । ଗୃହ ମନ୍ତ୍ରଣାଳୟର ଯାଚିକା…