ଆସିଲା ଜିଓର ନୂଆ ପ୍ଲାନ, ମିଳିବ ଏହିସବୁ ଫାଇଦା
ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ନ୍ୟୁ ଇଅର ୨୦୨୦ ଅଫରକୁ ହଟାଇ ଦେଇଛି। ଜିଓ ପକ୍ଷରୁ ୨,୧୯୯ ଟଙ୍କିଆ ପ୍ଲାନକୁ ୨୦୨୦ ଟଙ୍କାରେ ଗ୍ରାହକଙ୍କୁ ଦେଉଥିଲା। ଏହି ଅଫର କିନ୍ତୁ ସୀମିତ ସମୟ ପର୍ଯ୍ୟନ୍ତ ରହିଥିଲା। ଏହା ସହିତ ନୂଆ ପ୍ଲାନ ୨୧୨୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି। ଏହାର ଅବଧି…
